Thursday , March 30 2023
Breaking News

Recent Posts

ପାରାଦ୍ୱୀପ ବଣିକ ସଂଘ ସଭାପତି ଭାବେ ପୁନର୍ବାର  ନିର୍ବାଚିତ ହେଲେ ସନ୍ତୋଷ

ପାରାଦ୍ୱୀପ,୦୧/୦୯/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ବଡପଡିଆସ୍ଥିତ ଦୁର୍ଗା ମଣ୍ଡପ କାର୍ଯ୍ୟାଳୟ ପରିସରରେ ସଂଘ ଦ୍ୱାରା ଆୟୋଜିତ ସାଧାରଣ ବୈଠକରେ ଶ୍ରମିକ ଓ ବିଜେଡି ନେତା ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପୁନର୍ବାର ସଭାପତି ଭାବେ ନିର୍ବାଚିତ  କରାଯାଇଛି । ସେହିପରି  କାର୍ଯ୍ୟକାରୀ ସଭାପତି  ଭାବେ  ମାନସ ରଞ୍ଜନ ବିଶ୍ୱାଳ, ସମ୍ପାଦକ ଦେବବ୍ରତ ସାହୁ, ଉପସଭାପତି ଅନାଦି ଚରଣ ପରିଡା, ସହସମ୍ପାଦକ ରାଜେନ୍ଦ୍ର କୁମାର ବଳ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ମନୋନିତ ହୋଇଛନ୍ତି । ଅନ୍ୟପକ୍ଷରେ  ପାରାଦ୍ୱୀପ ଠାରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ …

Read More »

ସଂକ୍ଷେପରେ ତାଜା ଖବର : ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ଜମ୍ବୁ ମେରାଇନ୍ ଥାନା ର ୨ ଜଣ ଡ଼୍ରାଇଭରଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢ଼େ ୮ ଟାରେ ଏହି ଘଟଣା ଘଟିଛି ଜମ୍ବୁ ମେରାଇନ୍ ଥାନା ର ଷ୍ଟାଫ୍ ବାରକରେ । ଏହି ବିଷ୍ଫୋରଣରେ ଜମ୍ବୁ ମେରାଇନ୍ ଥାନା ର ୨ ଜଣ ଡ଼୍ରାଇଭରଙ୍କର ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଆଜି ସକାଳ ପ୍ରାୟ ସାଢ଼େ ୮ ଟାରେ ଜମ୍ବୁ ମେରାଇନ୍ ଥାନା ର ଷ୍ଟାଫ୍ ବାରକରେ ରୋଷେଇ ହେଉଥିଲା । ଡ଼ାଲମା …

Read More »

ନକଲି ତମାଖୁ କାରଖାନା ଉପରେ ଚଢ଼ଉ – ବିପୁଳ ପରିମାଣର ତମାଖୁ ପ୍ୟାକେଟ, କଂଚାମାଲ୍ ଓ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ ଜବତ

ନବରଙ୍ଗପୁର,୦୧/୦୯/୨୦୧୯(ଓଡ଼ିଶା ସମାଚାର)- ନବରଙ୍ଗପୁର ଥାନା ପୁଲିସ ଏକ ନକଲି ତମାଖୁ ପ୍ରସ୍ତୁତ କାରଖାନା ଉପରେ ଚଢ଼ଉ କରି ବିପୁଳ ପରିମାଣର ତମାଖୁ ପ୍ୟାକେଟ, କଂଚାମାଲ୍ ଓ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ମେସିନ ଜବତ କରିଛି । ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରି ପରେ ଛାଡି ଦେଇଛି । ନବରଙ୍ଗପୁର ସହର ରାଜୁସାହି ନିବାସୀ ପିଙ୍କୁ ସାହୁଙ୍କ ଇଛାବତୀଗୁଡାରେ ଥିବା ଘରେ ଦୀର୍ଘଦିନ ଧରି ଏହି ନକଲି ତମାଖୁ ପ୍ରସ୍ତୁତ କରାଯାଉଥିଲା । ଏଠାରେ ଦୁଇଟି …

Read More »