ନୂଆପଡ଼ା, ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ …
Read More »ବଢୁଛି ଶଦ୍ଦ ପ୍ରଦୁଷଣ,ଲୋକେ ଅତିଷ୍ଟ
ଗରଦପୁର, ୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଦିନକୁ ଦିନ ଗ୍ରାମାଂଚଳରେ ଶଦ୍ଦ ପ୍ରଦୁଷଣ ବଢୁଥିବାରୁ ଲୋକେ ଅତିଷ୍ଟ ହେଲେଣି । ଶଦ୍ଦ ପ୍ରଦୁଷଣକୁ ରୋକିବା ପାଇଁ ସରକାର ସଚେତନତା ସହ ବିଭିନ୍ନ ପଦକ୍ଷେପମାନ ନେଉଥିବାବେଳେ,ପ୍ରଶାସନର ଅବହେଳା କାରଣରୁ ପାଟକୁରା ଭଳି ଗ୍ରାମାଂଚଳରେ ଶଦ୍ଦ ପ୍ରଦୁଷଣ ଦିନକୁ ଦିନ ବଢି ବଢି ଚାଲିଛି । ବିଶେଷକରି ଉଚ୍ଚ ଶଦ୍ଦ ଯୁକ୍ତ ଡିଜେ ସାଉଣ୍ଡରେ ଲୋକେ ଅତିଷ୍ଟ ହେଲେଣି । ରାସ୍ତାରେ ଡିଜେ ସାଉଣ୍ଡ ବଜାଇ ଶୋଭାଯାତ୍ରା ଗଲା ବେଳେ,ଘରେ ପିଲାମାନେ ପାଠ ପଢି ପାରୁ ନ ଥିବାବେଳେ,ବୃଦ୍ଧ/ବୃଦ୍ଧା କିମ୍ବା …
Read More »