Sunday , October 1 2023

Recent Posts

ଆଇନ ମନ୍ତ୍ରୀ ଙ୍କ ଦ୍ଵାରା  ବିଜୁପଟ୍ଟନାୟକ ପ୍ରିମିୟରଲିଗ ଉଦଘାଟିତ

ନିଶ୍ଚିନ୍ତକୋଇଲି,୨୩/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଠାରେ ବିଜୁପଟ୍ଟନାୟକ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବ ରେ ଓଡ଼ିଶା ମହିଳା କ୍ରିକେଟ ଦଳ ର ଦୁଇଟି ଟିମ ମଧ୍ୟରେ ହୋଇଥିଲା ମୁକାବିଲା। ଆଗାମୀ ଦିନରେ ଏଥିରେ ଭାଗ ନେବେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ର ୩୨ ଟି ଟିମ। କିନ୍ତୁ ଏହି କାର୍ଯ୍ୟକ୍ରମ ରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସମ୍ପ୍ରତି କୋଭିଡ ନିୟମ …

Read More »

ଗରାପୁର ଶିବାନନ୍ଦ ଆଶ୍ରମରେ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ

କେନ୍ଦ୍ରାପଡା, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- କପାଳେଶ୍ୱର ପଂଚାୟତର  ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ  ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆୟୋଜିତ ଏହି ଯଜ୍ଞରେ ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ରାମ  ଶରଣାନନ୍ଦ ସରସ୍ୱତୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା,  କପାଳେଶ୍ୱର  ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।  ଏହି କାର୍ଯ୍ୟକ୍ରମରେ ଶ୍ରୀଧର କୁମାର ମହାନ୍ତି, ଅଭିମନ୍ୟୁ ଗୋଚ୍ଛାୟତ, ସତ୍ୟବ୍ରତ ସିଂ, …

Read More »

ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିସôାଳୟ ପକ୍ଷରୁ  ଏକ ମାଗଣା  ଚକ୍ଷୁ ଚିକିତ୍ସା ଶିବିର  ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ଓ  ସ୍ୱାମୀ ରାମ  ଶରଣାନନ୍ଦ ସରସ୍ୱତୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି  । ଏହି ଶିବିରରେ  ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡା. ସରୋଜକାନ୍ତ  ତ୍ରିପାଠୀ ଯୋଗଦେଇ କେନ୍ଦ୍ରାପଡାର ବିଭିନ୍ନ ଅଂଚଳରୁ ଆସିଥିବା ୪୩ ଜଣ ରୋଗୀଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା   କରିଥିଲେ …

Read More »