Monday , June 5 2023
Breaking News

Recent Posts

୪ର୍ଥ ଆନ୍ତଃମଣ୍ଡଳ ରେଳପଥ ସାଂସ୍କୃତିକ ମହୋତ୍ସବ – ପୂର୍ବତଟ ରେଳପଥର ମୁଖ୍ୟାଳୟ ଦଳ ଚାମ୍ପିଅନ

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ୪ର୍ଥ ଆନ୍ତମଣ୍ଡଳ ରେଳପଥ ସାଂସ୍କୃତିକ ମହୋତ୍ସବ-୨୦୧୯ ରେଳ ଅଡିଟୋରିୟମଠାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯେଗିତାରେ ମୁଖ୍ୟାଳୟ ଦଳ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଦଳ ରନର୍ସଅପ୍ ଟ୍ରଫି ପାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଧ୍ୟାଭାଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚାମ୍ପିଅନ୍ ଟ୍ରଫି ସହ ବିଭିନ୍ନ ବିଭାଗରେ ବିଜୟୀ ହୋଇଥିବା ପ୍ରତିଯୋଗୀ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ । ୩ ଦିନ ଧରି ଆୟୋଜିତ ଏହି …

Read More »

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଆଁ ଠାରେ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ ତରଫରୁ ଏକ ସଡକ ସୁରକ୍ଷା ସେଚତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶରତ କୁମାର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଯାଜପୁର ସଦର ଥାନା ଅଧିକାରୀ ବଂଶୀଧର ବେହେରା ଓ ଥାନା ସହକର୍ମୀ ମାନେ ସହାୟତା ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଧେଶକ ଜନ୍ମେଜୟ ମହାନ୍ତି ,ସହ ନିର୍ଦ୍ଧେଶକ ଦେବେନ୍ଦ୍ର ବଳ, ସମ୍ପଦ କୁମାର ନାୟକ, ରାଜା ପାର୍ଥ …

Read More »

ଭଦ୍ରକରେ ପର୍ଯ୍ୟଟନ ପର୍ବ ପାଳିତ

ଭଦ୍ରକ, ୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଂସ୍କୃତିଭବନ ପରିସରରେ ପର୍ଯ୍ୟଟନ ପର୍ବ ପାଳିତ ହୋଇଯାଇଅଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମର୧୫୦ବର୍ଷ ପୂର୍ତୀ ଉପଲକ୍ଷେ ଆୟୋଜିତ ଏହି ପର୍ଯ୍ୟଟନ ପର୍ବକୁ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ଯୋଗ ଦେଇ ପର୍ଯ୍ୟଟନର ମହତ୍ୱ ଏବଂ ଗାନ୍ଧୀଙ୍କ ଆଗମନ ସହ ଭଦ୍ରକର ସଂପୃକ୍ତି ବିଷୟରେ ଆଲୋକପାତ କରିଥିଲେ …

Read More »