ପୁରୀ, ୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ୨ ଜଣଙ୍କୁ …
Read More »ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସାପ୍ତାହିକ ରକ୍ତଦାନ ଶିବିର
ଯାଜପୁର, ୨୨/୧୦/୨୦୧୯(ଓଡ଼ିଶା ସମାଚାର)-ଯାଜପୁର ଲଳିତେଶ୍ୱର ନଗର ସ୍ଥିତ ଅମ୍ବିକା ମଣ୍ଡପରେ ଅଶୋକ ଦାସ ଫାଉଣ୍ଡେସନ୍ ପକ୍ଷରୁ ସାପ୍ତାହିକ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକଙ୍କ ମା’ ସନ୍ଧ୍ୟାରାଣୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ପୁର୍ବତନ ପୈାରପାଳ ସ୍ୱର୍ଗତ ଉକôଳ ଦାସଙ୍କ ପତ୍ନୀ ସନ୍ଧ୍ୟା ଦାସ ଅତ୍ୟତମ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ । ଫାଉଣ୍ଡେସନର କର୍ମକର୍ତା ରମଣି ରଂଜନ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ …
Read More »