Sunday , March 26 2023
Breaking News

Recent Posts

ସଂକ୍ଷେପରେ ତାଜା ଖବର : ଯାତ୍ରିବାହୀ ବସ୍ ଧକାରେ ନାବାଳକ ଛାତ୍ରର ମୃତ୍ୟୁ– କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ଼,୦୧/୦୯/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- ଏକ ଯାତ୍ରିବାହୀ ବସ ଜଣେ ନାବାଳକ ଛାତ୍ର କୁ ପଛପଟୁ ଧକା ଦେଇଥିଲା । କ୍ଷତିପୁରଣ ଦାବିରେ ଉତ୍ୟକ୍ତ ଲୋକମାନେ ୨୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଜୁନାଗଡ଼ ଥ଼ାନା ଅନ୍ତର୍ଗତ ମଥୁରା ଠାରେ ସେହି ଗ୍ରାମର ଧର୍ମାନନ୍ଦ ବଗର୍ତୀ (ମିଲୁ)  ନାମକ ଜଣେ ୧୩ ବର୍ଷର ବାଳକକ ସାଇକେଲ ରେ ଯାଉଥିବାବେଳେ  ମୁଖୀଗୁଡ଼ା ଠାରୁ ବଲାଙ୍ଗୀର ଯାଉଥିବା କପିଳେସ ନାମକ ଏକ ଯାତ୍ରିବାହୀ ବସ୍  ତା …

Read More »

ସମୁଦ୍ର କୂଳରୁ ଅଚିହ୍ନା ଶବ ଉଦ୍ଧାର : ବିଦେଶୀ ଜାହାଜ କର୍ମଚାରୀ  ସନ୍ଦେହ

ପାରାଦ୍ୱୀପ ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପସ୍ଥିତ ହନୁମାନ ମନ୍ଦିର ନିକଟସ୍ଥ ସମୁଦ୍ରକୂଳରୁ ଶନିବାର ଦିନ ସକାଳେ ଏକ ଅଚିହ୍ନା ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ପାରାଦ୍ୱୀପ  ବନ୍ଦର ଚିକିତ୍ସାଳୟ ଶବାଗାରରେ ରଖିଥିବା  ଜଣାପଡିଛି  । ଜଟାଧାରୀ ମୁହାଣ ଥାନା ଅଧିକାରୀ ଭରତ ଚନ୍ଦ୍ର ବେହେରାଙ୍କ  ସୂତ୍ରରୁ ପ୍ରକାଶ ଯେ, ଏକ ଅଚିହ୍ନା ଶବ ସମୁଦ୍ର କୂଳରେ  ପଡିଥିବା ସୂଚନା ମିଳିବା ପରେ ପୋଲିସ ଏହାକୁ ଉଦ୍ଧାର କରିଛି …

Read More »

ପାରାଦ୍ୱୀପ ପୌର ପରିଷଦର ଦୁଇ ଦିନଆ ସ୍ୱାୟ ଶାସନ ଦିବସ ଉଦଯାପିତ

ପାରାଦ୍ୱୀପ ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ୱାୟ ଶାସନ ଦିବସ ଉପଲକ୍ଷେ ପାରାଦ୍ୱୀପ  ପୌରପରିଷଦ ଦ୍ୱାରା ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ଶନିବାର ସଂନ୍ଧ୍ୟାରେ ସ୍ଥାନୀୟ ଜୟଦେବ ସଦନ ଠାରେ ଉଦଯାପିତ  ହୋଇଯାଇଛି । ଏହି ଅବସରରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱାୟ ଶାସନ ଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପାରାଦ୍ୱୀପ ପୌରପରିଷଦର ସ୍ଥାନୀୟ ଅଂଚଳରେ ବିଭିନ୍ନ ଗଠନ ମୂଳକ, ଲୋକାଭିମୁଖୀ ଓ ଉନ୍ନୟନମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ …

Read More »