Sunday , January 29 2023
Breaking News

Recent Posts

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

  ସାଲେପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅଧିନ ପିକୋଳ ଗ୍ରାମପଂଚାୟତର ଧର୍ମପରାୟଣ ବ୍ୟକ୍ତି କ୍ଷେତ୍ରବାସୀ ମଲ୍ଲଙ୍କର ୨୫ତାରିଖ ଦିନ ପରଲୋକ  ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ବଣହରା ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା  କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଦୁଇପୁତ୍ର, କନ୍ୟା, ଜ୍ୱାଇଁ, ନାତିନାତୁଣୀ, ପରିବାର ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର …

Read More »

ଶିଳାନ୍ୟାସର ୪ମାସ ବିତିଯାଇଥିଲେ ମଧ୍ୟ ଆତୋଡ଼ାଠାରେ ସବ୍ ଗ୍ରୀଡ୍  ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ

ସାଲେପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗ୍ରାମାଂଚଳରେ ବିଦ୍ୟୁତ୍ ସମସ୍ୟା ଦୂର ପାଇଁ ସାଲେପୁର ବ୍ଲକ ର ଆତୋଡ଼ାଠାରେ ୧୩୨ ଓ ୧୩୩କେଭି ଗ୍ରୀଡ୍ ଉପସେଂଟର ନିର୍ମାଣ କରିବାପାଇଁ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଇତିମଧ୍ୟରେ ୪ମାସ ବିତିଯାଇଥିଲେ ହେଁ ଗ୍ରୀଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ବହୁଗ୍ରାମ, ମହାଜନପୁର, ମୁତାରିଫା, ଚମ୍ପତି, ତ୍ରିଲୋଚନପୁର, ମଧ୍ୟକଚ୍ଛ ଆଦି ପଂଚାୟତର ଲୋ-ଭୋଲ୍ଟେଜ୍ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଆତୋଡ଼ା …

Read More »

କାନ୍ଥପଡି ଗର୍ଭବତୀ ମହିଳା ଗୁରୁତର ଆହତ

ପିପିଲି, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅଧିନସ୍ଥ ହାଟସାହି ପଂଚାୟତର ଭୁଇଁଗୁଣ ଗ୍ରାମର ସଞ୍ଜୟ ପଣ୍ଡାଙ୍କ ଘର କାନ୍ଥ ପଡ଼ି ତାଙ୍କ ସ୍ତ୍ରୀ ବାସନ୍ତି ପଣ୍ଡା(୩୪)ଗୁରୁତର ଭାବେ ଆହତ ହୋଇଛନ୍ତି । ମେଡିକାଲରେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଖବର ମିଳିଛି । ବାସନ୍ତି ଘରେ ଗାଧେଇବା ପାଇଁ କଳକୁ ଯାଇଥିବା ସମୟରେ ତାଙ୍କ ଉପରେ ଘର କାନ୍ଥ ଭାଙ୍ଗି ପଡିଥିଲା । ଗତ ବାତ୍ୟାଠାରୁ ଭଙ୍ଗା ଘରେ ସେମାନେ ରହି ଚଳି ଆସୁଥିଲେ । ତହସିଲ ଓ ବ୍ଲକର ବାରମ୍ବାର ତଦନ୍ତ …

Read More »