Friday , March 31 2023

Recent Posts

ସଂକ୍ଷେପରେ ତାଜା ଖବର : କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

କଟକ,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ରେଭେନ୍ସା ମହାବିଦ୍ୟାଳୟ ନିକଟରେ ଥିବା ତାରିଣୀ ଠାକୁରାଣୀଙ୍କ ସମ୍ମୁଖରେ ଜଣେ ଛାତ୍ରୀଙ୍କ ଉପରେ ଏକ ଛାତ୍ରୀଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ସମ୍ପୃକ୍ତ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଚୌଦ୍ୱାର ଅଂଚଳର ଅନପୂର୍ଣ୍ଣା ଚୌଧୁରୀ ନାକ ଯୁକ୍ତ ୩ ଶ୍ରେଣୀର ଜଣେ ଛାତ୍ରୀ ଏକ ସ୍କୁଟିରେ ମହାବିଦ୍ୟାଳୟକୁ ଆସୁଥିବାବେଳେ ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଦୂର୍ଘଟଣା ଘଟାଇ ଟ୍ରକ୍ ଟି ପଳାଇ ଯାଇଥିବାବେଳେ ଦୂର୍ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା …

Read More »

ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସରକାର ଯତ୍ନଶୀଳ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ

ପୁରୀ,୦୫/୦୯/୨୦୧୯(ଓଡ଼ିଶା ସମାଚାର)- ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ଯତ୍ନଶୀଳ ହେବା ଦରକାର ଏବଂ ଏହିସବୁ କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବା ଉଚିତ୍ ବୋଲି ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ଗଣମାଧ୍ୟମକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୁରୁବାର ପୁରୀ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଏହି ବିଷୟରେ ବିଚାରବିମର୍ଷ କରିବା ପରେ ସେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଏକବିଂଶ ଶତାବ୍ଦିରେ …

Read More »

ଜାଗୁଳାଇ ବିଦ୍ୟାପୀଠରେ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗୁରୁପୂଜନ ଅନୁଷ୍ଠିତ

କେନ୍ଦ୍ରାପଡା ୦୫/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁରସ୍ଥିତ ଜାଗୁଳାଇ ବିଦ୍ୟାପୀଠ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ  ଗୁରୁଦିବସ ଅବସରରେ ଗୁରୁପୂଜନ ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଜାଗୁଳାଇ ବିଦ୍ୟାପୀଠ ପରିସରରେ ‘ମୋ ସ୍କୁଲ ଅଭିଯାନ’ର ସଭାପତି ରାଜେଶ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉସôବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ.ବାସୁଦେବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁଦିବସର ସଂସ୍କୃତି ବହୁ ପୁରାତନ ସଂସ୍କୃତି, ଶିକ୍ଷାକୁ ସାର୍ବଜନୀନ କରାଯିବା,ଅଜ୍ଞତା ଲୋପ କରିବା ଏବଂ ନୀରକ୍ଷରତାର ବ୍ୟାଧିକୁ  ସମାଜରୁ …

Read More »