Sunday , March 26 2023
Breaking News

Recent Posts

ନୂଆଖାଇ ଉପଲକ୍ଷେ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ପ୍ରତିଭା ଚୟନ ଉତ୍ସବ

ତାରପୁର,୩/୯/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଖାଇ ଉପଲକ୍ଷେ ରଘୁନାଥପୁର ବ୍ଲକ୍ ରେଢ଼ୁଆ ନୂଆଗଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପକ୍ଷରୁ ୪ର୍ଥ ବାର୍ଷିକ ପ୍ରତିଭା ଚୟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏନଆରଆରଆଇ ର ନିଦେ୍ର୍ଦଶକ ଡ଼ଃ ହିମାାଶୁ ପାଠକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଓ ଅଣପାରମ୍ପରିକ କୃଷି ପାଇଁଆମ ରାଜ୍ୟରେ ଯଥେଷ୍ଟ ପରିସିମା ଥିବାବେଳେ ବେକାରୀ ର ଦ୍ୱାହିଦେଇ ବସିରହିଥିବା ଯୁବ ପିଢ଼ୀ ନିଜର ମନକୁ ପରିବର୍ତନ କରି ଏଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ …

Read More »

ବୃଦ୍ଧଙ୍କ ଅସ୍ୱାଭାବିକ ମୃତୁ୍ୟ,ଥାନାରେ ହତ୍ୟାର ମାମଲା ରୁଜୁ 

ଗରଦପୁର,୦୩/୦୯/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ନଡିଆବରାଇ ପଂଚାୟତର ଡାହାଳପୁର ଗା୍ରମର ସତ୍ୟାନନ୍ଦ ରାଉତ (୮୨) ଙ୍କର ଗତ କାଲି ରାତ୍ରି ୮ଟା ସମୟରେ ନିଜ ଘର ପାହାଚରୁ ଗଳିପଡି ଅସ୍ୱାଭାବିକ ଭାବରେ ମୃତ୍ୟୁ ଘଟିଥିବାବେଳେ,ଏ ସମ୍ପର୍କରେ ମୃତକଙ୍କ ବୋହୁର ଅଭିଯୋଗ କ୍ରମେ ପାଟକୁରା ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ପ୍ରକାଶ ଯେ, ଗତ କାଲି ସନ୍ଧ୍ୟାରେ ସତ୍ୟାନନ୍ଦ ନିଜ ଘର ପିଣ୍ଡା ପାହାଚରେ ବସିଥିଲେ । ଏହି ସମୟରେ ମଦ୍ୟପାନକୁ କେନ୍ଦ୍ର କରି ସତ୍ୟାନନ୍ଦଙ୍କ ପୁଅ ଶୁକଦେବଙ୍କ ସହିତ ଗ୍ରାମର …

Read More »

ସଂକ୍ଷେପରେ ତାଜା ଖବର : ବଡ଼ ଆଖଡ଼ା ମଠକୁ ପୋଲିସ୍ ସିଲ କଲା – କିଛି ସମୟ ପରେ ହୋଇପାରେ ଉଛେଦ

 – ସାଧୁସନ୍ଥ ଙ୍କ ବୁଲ ଡ଼ୋଜର ସମ୍ମୁଖରେ ଧାରଣା – ମହନ୍ତ ଙ୍କୁ ଜିଲାପାଳଙ୍କ ସହିତ ଆଲୋଚନା ପାଇଁ ନିଆଗଲା ପୁରୀ,୦୩/୦୯/୨୦୧୯(ଓଡ଼ିଶା ସମାଚାର)- ରବିବାର ଓ ଗଣେଷ ପୂଜା ଥିବାରୁ ଗତ ରବିବାର ଓ ସୋମବାର ଦୁଇ ଦିନ ଶ୍ରୀ ମନ୍ଦିର ନିକଟରୁ ଉଛେଦ ବନ୍ଦ ରହିଥିଲା । ମଙ୍ଗଳବାର ପୁଣି ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଆଜି ବଡ଼ ଆଖଡ଼ା ମଠ ଭଙ୍ଗା ଯିବାର ଯୋଜନା ଥିଲେ ମଧ୍ୟ ତାହାକୁ ବନ୍ଦ ରଖାଯାଇଛି । ଏହାକୁ ଭଙ୍ଗାଯିବା କୁ ସାଧୁସନ୍ଥମାନେ ବିରୋଧ …

Read More »