Friday , March 31 2023

Recent Posts

ଟ୍ରାଫିକ୍ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରୀ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୦୮/୦୯/୨୦୧୯(ଓଡ଼ିଶା ସମାଚାର)-ମୋଟର ଯାନ ଆଇନରେ ସହାୟତାପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ୍ ନମ୍ବର ଜାରୀ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୧୦୭୩ଜାରୀ କରାଯାଇଛି । ଫାଇନ୍ ଆଦାୟବେଳେ ସମସ୍ୟା ଦେଖାଦେଲେ ଲୋକେ ଏହି ନମ୍ବରରେ କଲ୍ କରିପାରିବେ । ସକାଳ ୮ଟାରୁ ରାତି୧୦ଟା ଯାଏଁ ଏହି ସହାୟତା କେନ୍ଦ୍ର ଖୋଲା ରହିବ । ସେହିପରି ସବୁ ଆରଟିଓରେ ହେଲ୍ପ ଡେସ୍କ ଖୋଲିବ । ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏହି ହେଲ୍ପ ଡେସ୍କ ଖୋଲାଯିବ । …

Read More »

ବଡ଼ ଆଖଡ଼ା ମଠ ଭଙ୍ଗା କାର୍ଯ୍ୟ ଜାରି – ମହନ୍ତ ସ୍ଥାନାନ୍ତରିତ

ପୁରୀ,୦୮/୦୯/୨୦୧୯(ଓଡ଼ିଶା ସମାଚାର)- ବନ୍ଦ ରହିଥିବା ବଡ଼ ଆଖଡ଼ା ମଠ ଭଙ୍ଗା ଆଜି ପୁଣି ଆରମ୍ଭ ହୋଇଛି । ସକାଳ ୬ ଟାରୁ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଆମିକସ କ୍ୟୁରୀ ସରକାରଙ୍କ ପଦକ୍ଷେପକୁ ସବୁଜ ସେଙ୍କତ ଦେବା ପରେ ରାତିରେ ଜିଲାପାଳ ବଡ଼ ଆଖଡ଼ା ମଠ ମହନ୍ତ ଙ୍କ ସହିତ ଆଲୋଚନା କରିବା ପରେ ତାଙ୍କୁ ମଠରୁ ସ୍ଥାନାନ୍ତରିତ କରାଯାଇଛି । ୬ ଜଣ ମାଜିଷ୍ଟ୍ରେଟ୍, ଉପଜିଲାପାଳ, ଅତିରିକ୍ତ ଜିଲାପାଳ ଉପସ୍ଥିତ ରହି ୬ ଟି …

Read More »

ସଂକ୍ଷେପରେ ତାଜା ଖବର : ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡ଼ି ୪ ନିଖୋଜ

କାମାକ୍ଷାନଗର,୦୭/୦୯/୨୦୧୯(ଓଡ଼ିଶା ସମାଚାର)- ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡ଼ି ୪ ଜଣ ନିଖୋଜ ଥିବା ଖବର ମିଳିଛି । ପ୍ରାପ୍ତ ତାଜା ସୂଚନା ଅନୁସାରେ ମୋଟାଙ୍ଗୀ ଥାନା ଖଡ଼ଗପ୍ରସାଦ ରୁ ପରଜଙ୍ଗ କୁନ୍ଦନଦେଇପୁର କୁ ଏକ ହୁଲି ଡ଼ଙ୍ଗାରେ ୯ ଜଣ ଯାଉଥିଲେ । ଏହି ଡ଼ଙ୍ଗାଟି ବୁଡ଼ିଯାଇଛି । ଡ଼ଙ୍ଗାରେ ଥିବା ୯ ଜଣଙ୍କ ମଧ୍ୟରୁ ୨ ଜଣ ନାଉରୀ ଓ ୩ ଜଣ ଏହିପରି ୫ ଜଣ ପହଁରି ପହଁରି କୂଳରେ ପହଂଚିଥିଲେ । ବାକି ୪ ଜଣ ବର୍ତମାନ ସୁଦ୍ଧା ନିଖୋଜ …

Read More »