Sunday , January 29 2023
Breaking News

Recent Posts

ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି ଲିଃ.ର ନୂତନ କର୍ମକର୍ତା ମନୋନୀତ

ଅଭିରାମ ସାମଲ ସଭାପତି ଓ ସଂପାଦକ ନେତ୍ରାନନ୍ଦ ସାମଲ ପାରାଦ୍ୱୀପ ୩୧/୦୭/୨୦୧୯ (ଓଡିଶା ସମାଚାର/ଦୀପକ କୁମାର ଦାସ)- ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତି ଲିଃ ପାରାଦ୍ୱୀପ ର ବିଶେଷ ସାଧାରଣ ପରିଷଦ ବୈଠକ ଜିରୋ ପଏନ୍ଟ ସ୍ଥିତ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ତଥା ତୈଳ ବିଶୋଧନାଗାର ଠିକା ଶ୍ରମିକ ସମବାୟ ସମିତିର ଅଧ୍ୟକ୍ଷ ଓ ବିଜୁ ଜନତା ଦଳର ରାଜ୍ୟ …

Read More »

କଳାହାଣ୍ଡି ପୋଲିସ ଦ୍ୱାରା ଜଣେ ମାଓବାଦୀ ସମର୍ଥକ ଗିରଫ, ମାଓ ସାମଗ୍ରୀ ଜବତ

କଳାହାଣ୍ଡି,୩୧/୦୭/୨୦୧୯ ( ଓଡ଼ିଶା ସମାଚାର / ସଂଜୟ କୁମାର ସିଂ) –କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ବରାଖୋଜ ଗ୍ରାମର ମଙ୍ଗମାଝୀ (୨୮), ପି. ଲକି ମାଝୀ ନେହେଲା ସଂରକ୍ଷିତ ଜଙ୍ଗଲକୁ ବିଷ୍ଫୋରକ ସାମଗ୍ରୀ ଧରି ଯାଉଥିବା ସମୟରେ ଭବାନୀପାଟଣା ସଦର ପୋଲିସ ଗିରଫ କରିଛି । ତାଠାରୁ ଅତ୍ୟଧିକ ବିଷ୍ଫୋରକ ସାମଗ୍ରୀ ମିଲିଥିଲା । ସେସବୁ ହେଉଛି ଲୋକାଲ ଏସବିଏମଏଲ ଦେଶୀ ବନ୍ଧୁକ, ୨୦ଟି ଜିଲୋଟିନ, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୯୫ ମିଟର ଇଲେକ୍ଟ୍ରି ତାର, ୪୫ଟି ସିପିଆଇ ଲିଫଲେଟ ଓ ବିଷ୍ଫୋରକ ଜବତ …

Read More »

ନାରୀ ଓ ଶକ୍ତି ପକ୍ଷରୁ ଆଡ଼ପ୍ଟ ଏ ଟ୍ରି କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧/୦୭/୨୦୧୯ ( ଓଡ଼ିଶା ସମାଚାର)-ରାଜଧାନୀର ଏକ ପ୍ରମୁଖ ସଂଗଠନ ନାରୀ ଓ ଶକ୍ତି ପକ୍ଷରୁ ଭୁବନେଶ୍ୱର ରଘୁନାଥପୁରସ୍ଥିତ ରୟାଲ ଲାଗୁନ୍ କ୍ୟାମ୍ପସରେ ଓ ଏହାର ଆଖପାଖ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର, ହାଇକୋର୍ଟର ବିଚାରପତି ଦେବବ୍ରତ ଦାସ, ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡଃ ପାତ୍ର ନିଜ ଭାଷଣରେ ନାରୀ ଓ ଶକ୍ତି ସଂଗଠନକୁ ବୃକ୍ଷର ସାଥୀ ସହ ତୁଳନା କରିଥିଲେ । ଏହି …

Read More »