ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର …
Read More »ଆର୍ନ୍ତଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରଣାଙ୍କ ଗୁରୁଦିବସରେ ଉଦବୋଧନ
କେନ୍ଦ୍ରାପଡା ୦୭/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତର ସିଦ୍ଧ ମରିଚାଣୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉସôବରେ ଆନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ ଡଃ. ଜ୍ଞାନଦେବ ମହାରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲ୍ ପରିସରରେ ଥିବା ଡକ୍ଟର ସର୍ବର୍ପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତର୍ିରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯିବା ପରେ ଭଜକୃଷ୍ଣ ରାଉତ ଅତିଥି ପରିଚୟ ପ୍ରଦାନ କରି ଗୁରୁଦିବସର ତାପôର୍ଯ୍ୟ …
Read More »