Friday , March 31 2023

Recent Posts

ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦ ଜୟନ୍ତୀ ସମାରୋହ

କେନ୍ଦ୍ରାପଡା ୦୮/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରଗ୍ରାମସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଦିବ୍ୟ ଜୀବନ ସଙ୍ଘର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ରବିବାର ପ୍ରାତଃ ସମୟରେ ପ୍ରଥମେ ଶଙ୍ଖଧ୍ୱନି, ବେଦମନ୍ତ୍ର ପାଠ, ବିଷ୍ଣୁ ସହସ୍ରନାମ ପାଠ କରାଯିବା ପରେ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦଜୀ ପୁରୁଷସୁକ୍ତ ମନ୍ତ୍ରରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ବିଗ୍ରହକୁ ଅଭିଷେକ କରିଥିଲେ । ଏହା ପରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ସୁଶୋଜିତ ଫଟୋଚିତ୍ରକୁ ଏକ …

Read More »

ପୁଣି ଭାରରେ ବୁହା ହେଲା ଶବ

କଳାହାଣ୍ଡି,୦୮/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- ପୁଣି ଭାରରେ ବୁହାହେଲା ଶବ । ଅଧା ବାଟରେ ଆମ୍ବୁଲାନ୍ସ ଛାଡି ପଲାଇବାରୁ ସମ୍ପର୍କୀୟ ପ୍ରାୟ ୧୦ କି.ମି. ପର୍ଯ୍ୟନ୍ତ ଭାରରେ ବୋହି ଗାଁ କୁନେଲେ । ଏ ଭଲି ଘଟଣାର ପୁଣି ପୁନରାବୃତି ହୋଇଛି କଳାହାଣ୍ଡି ଜିଲ୍ଲାର ସେଇ ଆଦିବାସୀ ଓ ଦୁର୍ଗମ ଅଂଚଳ ଥୁଆମୂଳରାମପୁର ବ୍ଳକରେ । ସୁଚନା ଅନୁସାରେ ସିଲେଟ ପଂଚାୟତ ଅନ୍ତର୍ଗତ ରୁପେନ ଗାଁର ଟାଙ୍ଗରୁ ମାଝୀଙ୍କ ପନôୀ ଲକ୍ଷ୍ମୀ ମାଝୀ ଆଜକୁ ଏକ ମାସ ହେବ ପ୍ରସୂତୀ ପାଇଁ ଭବାନୀପାଟଣା ଡାକ୍ତରଖାନା …

Read More »

ଦଶ ହଜାର ଟଙ୍କା ଲାଂଚ ନେବା ସମୟରେ ଗୋଲାମୁଣ୍ଡା ଥାନା ପୋଲିସ ଏଏସ୍ଆଇ ଭିଜଲାନ୍ସ ଦ୍ୱାରା ଗିରଫ

କଳାହାଣ୍ଡି,୦୮/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏଏସ୍ଆଇ ରାଜକପୁର ବେହେରା ଲାଂଚ ନେବା ସମୟରେ ଭିଜଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି । ଏକ ଜମିବାଡି ସମ୍ବନ୍ଧୀୟ କେଶ ପାଇଁ ଡୁଡକେଲା ଗ୍ରାମର ତ୍ରିନାଥ ନାଏକଙ୍କୁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ତ୍ରିନାଥ ନାଏକ ଭିଜଲାନ୍ସର ଦ୍ୱାରସ୍ଥ ହେବାପରେ ଆଜି ପ୍ଳାନ ମୁତାବକ ୧୦ ହଜାର ଟଙ୍କା ନେଇ ଏଏସ୍ଆଇ ରାଜକପୁର ବେହେରାଙ୍କୁ ଦେଇଥିଲେ ଓ ଏଏସ୍ଆଇ ତାହା ସ୍ୱୀକାର କରିଥିଲେ । ଠିକ ଏହି …

Read More »