Sunday , March 26 2023
Breaking News

Recent Posts

ଇଫକୋ ସାର ପରିବହନକୁ ନେଇ ଚାଲିଥିବା ଧାରଣା ପ୍ରତ୍ୟାହୃତ , ୧୪୪ ଧାରା ବଳବତର

ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଇଫକୋର ସାର ପରିବହନ ପାଇଁ ନିୟୋଜିତ ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଗାଡିର ପ୍ରାୟ ୨୭୦ଜଣ  କର୍ମଚାରୀ ନିଜର ଦାବି ପାଇଁ ୧ତାରିଖରୁ ଆନ୍ଦୋଳନ ଜାରି ରଖିଥିଲେ । ଖବରରୁ ପ୍ରକାଶ ପ୍ରତ୍ୟେକ  ଦିନ ଇଫକୋ  କାରଖାନାର ଟ୍ରକ୍ ଦ୍ୱାରା  ରେଲୁୱେ ସାଇଡିଂ କୁ ସାର ବସ୍ତା ପରିବହନ କରାଯାଇଥାଏ । ପାରାଦ୍ୱୀପ ପରିବହନ ସଂସ୍ଥା ଏହି ପରିବହନ କାର୍ଯ୍ୟ କରୁଥିବା ବେଳେ ପ୍ରାୟ୫୦ଗାଡିର ୨୭୦ଜଣ କର୍ମଚାରୀ ବିନା ନୋଟିସରେ ବିଭିନ୍ନ ଅନୈତିକ ଦାବି ପାଇଁ ରେଲୁୱେ ସାଇଡିଂ ଠାରେ  …

Read More »

ପାରାଦ୍ୱୀପରେ  ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ଉଦଯାପିତ

ପାରାଦ୍ୱୀପ ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଜୁଡୋ ଆଶୋସିଏସନ ଓ ଓଡିଶା ରାଜ୍ୟ ଜୁଡୋ ଆଶୋସିଏସନ ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗିତା ପାରାଦ୍ୱୀପସ୍ଥିତ ମୁନିସିପାଲିଟି  କଲ୍ୟାଣ ମଣ୍ଡପ ଠାରେ  ସେପ୍ଟେମ୍ବର ୧ ତାରିଖ ରବିବାର  ଦିନ ଉଦଯାପିତ ହୋଇଯାଇଅଛି । ଏହି ଉଦଯାପନୀ ଉସôବରେ ଜଗତସିଂହପୁର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ  ଅତିଥି ଭାବେ ଯୋଗଦେଇଥିôବା ବେଳେ ପାରାଦ୍ୱୀପ  ବନ୍ଦର  ଲୋକସମ୍ପର୍କ ଅଧିକାରୀ ପ୍ରକାଶ ମିଶ, ପିପିଏଲ ଜନସମ୍ପର୍କ ଅଧିକାରୀ ଜଗନ୍ନାଥ ଖୁଂଟିିଆ, ଜଗତସିଂହପୁର ଜୁଡୋ ଆସୋସିଏସନ ସମ୍ପାଦିକା ଲୋପାମୁଦ୍ରା ପତି, …

Read More »

ଜଙ୍କିଆ ପଲ୍ଲୀ ଉତ୍ସବର ତୃତୀୟ ସଂନ୍ଧ୍ୟା : ନିରାକାରପୁର ଶ୍ରୀ ସାଇ ଗ୍ରୁପର ଶିବ ତାଣ୍ଡବ ନୃତ୍ୟରେ ଦର୍ଶକ ବିଭୋର

ନିରାକାରପୁର, ୦୪/୦୯/୨୦୧୯(ଓଡ଼ିଶା ସମାଚାର)-ଖୋର୍ଦ୍ଧାଜିଲ୍ଲା  ଜଙ୍କିଆ ଓଁ ଶ୍ରୀ ଗ୍ରୃପଦ୍ୱାରା ଅନୁଷ୍ଠିତ ୮ମ ଜଙ୍କିଆ ପଲ୍ଲୀ ଉତ୍ସବରେ ଆଜିର ତୃତୀୟ ସନ୍ଧ୍ୟାରେ ସଭାପତି କୃଷ୍ଣଚନ୍ଦ୍ର ନରେନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ  ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା , ମୁଖ୍ୟବକ୍ତାଭାବେ ଓଁ ଶାନ୍ତି ଭୁବନେଶ୍ୱର ଶାଖା ଲୀନା ଭଉଣୀ ଓ ସମ୍ମାନୀତ ଅତିଥିଭାବେ ସମାଜସେବୀ ସଞ୍ଜୟ ପଟ୍ଟନାୟକ ,ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସଂଯୋଜକ ବିଶ୍ୱଭୂଷଣ ଛୋଟରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । …

Read More »