Sunday , October 1 2023

Recent Posts

ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ  

ଭୁବନେଶ୍ୱର, ୨୩ /୦୯/୨୦୨୩ (ଓଡ଼ିଶା ସମାଚାର)-୨୭ ସେପ୍ଟେମ୍ବର ୨୦୨୩ ତାରିଖ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅଧିକାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶ୍ୱ ପର୍ଯ୍ୟଟନ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୭ରେ ବିଶ୍ୱବ୍ୟାପୀ ପାଳନ କରାଯାଏ ଏବଂ ଚଳିତ ବର୍ଷର ବିଷୟବସ୍ତୁ ” ପର୍ଯ୍ୟଟନ ଓ ସବୁଜ ନିବେଶ” ପର୍ଯ୍ୟଟନର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଲାଭକୁ ଚିହ୍ନଟ କରିବା …

Read More »

ସିଫା ଦ୍ୱାରା କ୍ଷେତ୍ରୀୟ ଅଭିଜ୍ଞତା ପ୍ରଶିକ୍ଷଣ ଅନ୍ତର୍ଗତ ବାରିଜଙ୍ଗ ଠାରେ ଆଲୋଚନାଚକ୍ର

ଭୁବନେଶ୍ୱର,୨୩/୦୯/୨୦୨୩ (ଓଡ଼ିଶା ସମାଚାର)- କୌଶଲ୍ୟାଗଙ୍ଗସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା(ସିଫା)କୁ ପ୍ରଶିକ୍ଷଣ ପାଇଁ ଆସିଥିବା ହାଇଦ୍ରାବାଦ ସ୍ଥିତ ରାଷ୍ଟ୍ରୀୟ କୃଷି ଅନୁସନ୍ଧାନ ପ୍ରବନ୍ଧ ଏକାଡେମୀର ନବନିଯୁକ୍ତ ବୈଜ୍ଞାନିକ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ବାରିଜଙ୍ଗ ଗ୍ରାମଠାରେ ଏକ ଗ୍ରାମ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ସେପ୍ଟେମ୍ବର ୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ କ୍ଷେତ୍ର ଅଭିଜ୍ଞତା ପ୍ରଶିକ୍ଷଣରେ ଆସିଥିବା ନବ ନିଯୁକ୍ତ କୃଷି ବୈଜ୍ଞାନିକ ଆଶିଷ ରଂଜନ ଉଦ୍ଗାତା, ସୋନାଲି ମଲ୍ଲିକ, ମିତୁଲ କୁମାର ବୁମ୍ବାଡିଆ, …

Read More »

ୟୁନାଇଟେଡ଼ କ୍ଳବର ଆକର୍ଷଣୀୟ ମେଢ଼, ସେଲଫି ପଏଣ୍ଟ ସମସ୍ତଙ୍କୁ ଆକର୍ଷିତ କରୁଛି

ନିରାକାରପୁର, ୨୩ /୦୯/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁର ନରେନ୍ଦ୍ରପୁର  ୟୁନାଇଟେଡ଼ କ୍ଲବ ଗଣେଶ ପୂଜା କମିଟି ଦ୍ବାରା ଆୟୋଜିତ ଗଣେଶ ପୂଜାରେ ଲୋକଙ୍କ ଗହଳି ଲାଗି ରହିଛି।  ସୁନ୍ଦର ଗଜାନନ ଙ୍କ ମୂର୍ତ୍ତି, ଆକର୍ଷଣୀୟ ମେଢ଼ ସାଙ୍ଗକୁ ଆଇ ଲଭ ନିରାକାରପୁର ସେଲଫି ପଏଣ୍ଟ ରେ ଫଟୋ ଉଠାଇବାକୁ ଲୋକେ ପସନ୍ଦ କରୁଛନ୍ତି। ଚଳିତ ବର୍ଷ ନିରାକାରପୁର ର ପ୍ରତି ପୂଜା କମିଟି ନିଜର ପରିଶ୍ରମ ଓ ଅର୍ଥ ଖର୍ଚ୍ଚ କରି ସମସ୍ତେ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବାକୁ ଚେଷ୍ଟା କରିଛନ୍ତି।ଏହି …

Read More »