Monday , June 5 2023
Breaking News

Recent Posts

ସଂକ୍ଷେପରେ ତାଜା ଖବର :ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା – ଜଣେ ଅଟକ

ନବରଙ୍ଗପୁର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଦୁଇ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଅଟକ ଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ପାପଡ଼ାହାଣ୍ଡି ଅଂଚଳର କୁଜମାପଦର ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି । ତୁଳାବତୀ ସାନ୍ତା ନାମକ ଜଣେ ମହିଳାଙ୍କୁ ଦାନୁ ସାନ୍ତା ଓ ରାଧେ ସାନ୍ତା ନାମକ ଦୁଇ ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଓଡ଼ିଶା …

Read More »

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଡାବୁଗାଁ , ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲପାଳ ଡା.ଅଜିତକୁମାର ମିଶ୍ର ଶିବିରରେ ଯୋଗଦେଇ ମୋଟ ୨୯ ଟି ଅଭିଯୋଗର ଶୁଣାଣି କରିଛନ୍ତି । ଏଥିରେ ଡାବୁଗାଁ ବ୍ଲକ ଅଧୀନ ରିର୍ଲିଗୁଡା ଗ୍ରାମ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ, ଡୁମୁଣିଗୁଡା ଗ୍ରାମ ବିଦ୍ୟାଳୟର ନୂତନଗୃହ ନିର୍ମାଣ, ଡାବୁଗାଁ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ରାବଣାଗୁଡା ଗ୍ରାମର ଏକ ନାଳ ଉପରେ ପୋଲ ନିର୍ମାଣ …

Read More »

ବିଶ୍ୱ ପକ୍ଷାଘାତ ଦିବସ ପାଳିତ

କାଶୀପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ପକ୍ଷାଘାତ ଦିବସ ପାଳିତ ହୋଇଯାଇଛି । ସାଧାରଣତଃ ପକ୍ଷାଘାତରୁ ହାର୍ଟଷ୍ଟ୍ରୋକ ବା ବ୍ରେନ ଷ୍ଟ୍ରୋକ ନାମରେ ସମସ୍ତେ ଜାଣନ୍ତି । ଏହାର ସମ୍ପ୍ରତି ଦିନରେ ଷ୍ଟୋକ ବା ପକ୍ଷାଘାତ ସାଧାରଣରେ ଏକ ଭୟାଭୟ ରୋଗ ନାମରେ ପରିଚିତ । ଏହି ଦିବସ ପ୍ରତିବର୍ଷ ବିଶ୍ୱ ଷ୍ଟ୍ରୋକ ଅର୍ଗାନାଇଜେସନ ଦ୍ୱାରା ସାରା ବିଶ୍ୱରେ ୨୦୦୬ ମସିହାଠାରୁ ପାଳନ କରାଯାଇଆସୁଅଛି । ଏହି ଦିବସର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ସମାଜରେ ପକ୍ଷାଘାତ ଯୋଗୁଁ …

Read More »