Monday , June 5 2023
Breaking News

Recent Posts

ଏଟିଏମ ଭାଙ୍ଗିଲେ ଦୁର୍ବୃତ

ଗୁଣପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ଜେପି କମ୍ପ୍ଲେକ୍ସ ରେ  ଥିବା ଏସବିଆଇ ଏଟିଏମକୁ ଗତକାଲି ରାତିରେ କେତେକ ଦୁର୍ବୃତ ଭାଙ୍ଗି ପକାଇଛନ୍ତି । ସକାଳୁ ଖବର ପାଇ ବ୍ୟାଙ୍କ କର୍ତୃପକ୍ଷ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏଟିଏମରୁ ଟଙ୍କା ଚୋରି ଯାଇନଥିବା ସନ୍ଦେହ କରୁଛି ପୋଲିସ । ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ସଫଳ ହୋଇନଥିବା କୁହାଯାଉଛି । ଅନ୍ୟପକ୍ଷେ ଏଟିଏମରେ ମାସର ବହୁ …

Read More »

ନନ୍ଦପୁର ଜୋନସ୍ତରୀୟ ପରବ ଉଦଘାଟିତ – ଢେମସା,ନାଚ,ଗିତରେ ଦୁଲୁକିଲା ପରବ ପଡିଆ

ନନ୍ଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୋରାପୁଟ ଲୋକ ମହୋତ୍ସବ ପରବ ୨୦୧୯ ର ଶୁଭ ଉଦଘାଟନୀ ଉତ୍ସବ ନନ୍ଦପୁର ବ୍ଲକସ୍ତରୀୟ ଗ୍ରାମ ପଂଚାୟତ ମିଳିତ ଭାବେ ଆୟୋଜିତ ପରବ ୨୦୧୯ର ଜୋନ ସ୍ତରୀୟ ପରବ ଉଦଘାଟିତ ହୋଇଯାଇଛି । ଜୋନସ୍ତରୀୟ ପରବରେ ନନ୍ଦପୁର ବିଡିଓ କୈଳାସଚନ୍ଦ୍ର ସିଅଳ   ଜୋନ ସ୍ତରୀୟ ପରବ ଉଦଘାଟନ କରିଛନ୍ତି । ପ୍ରଥମେ ୧୩ଟି ପଂଚାୟତର ସରପଂଚ, ସମିତି ସଭ୍ୟ/ ସଭ୍ୟା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ପରବ ମଶାଲ ଶୋଭାଯାତ୍ରାରେ ଆଣିବା ପରେ ହିକିମପୁଟ ପଂଚାୟତ …

Read More »

ସଂକ୍ଷେପରେ ତାଜା ଖବର : ଜାତୀୟ ରାଜପଥରେ ଯୁବକଙ୍କୁ ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଘଟଣାର ପର୍ଦ୍ଧାଫାସ

 – ଅଭିଯୋଗକାରୀ ମୁଖ୍ୟ ଅଭିଯୁକ୍ତ – ଅଭିଯୋଗକାରୀ ଗିରଫ , ଟଙ୍କା ତାଙ୍କ ଘରୁ ଉଦ୍ଧାର କଟକ, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗତକାଲି ଜାତୀୟ ରାଜପଥର ଖୁଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ବ୍ରିକ୍ ନିକଟରୁ ଜଣେ ଯୁବକଙ୍କୁ ଦୁର୍ବୃତମାନେ ବନ୍ଧୁକ ଦେଖାଇ ୧୮ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ୍ ତଦନ୍ତ ଚଳାଇଥିଲା । ମିଳିଥିବା ସୂଚନା ଅନୁସାରେ ସନ୍ତୋଷ ରାଜ ନାମକ ଜଣେ ଗୁଟଖା କମ୍ପାନୀର କର୍ମଚାରୀ ଅନୁଗୁଳ ଠାରୁ ବିଭିନ୍ନ ବ୍ୟବସାୟୀ ମାନଙ୍କ ଠାରୁ ବାକି ଟଙ୍କା ଆଦାୟ …

Read More »