Monday , June 5 2023
Breaking News

Recent Posts

ବ୍ଲକ୍ ସ୍ତରୀୟ ଆତ୍ମା ର ବରାଦି ବୈଠକ 

ରଘୁନାଥପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- କୃଷକଙ୍କ ନିକଟରେ ସରକାରଙ୍କ ବିଭିନ୍ନ କୃଷି ଭିତିକ ଯୋଜନାକୁ ପହଂଚାଇବା ପାଇଁ ଆତ୍ମା ନାମକ ସଂସ୍ଥା ଗଠନ ହୋଇଥିବାବେଳେ  ରଘୁନାଥପୁର ବ୍ଲକ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।  ଫଳ ସ୍ୱରୂପ ବ୍ଲକ୍ ସ୍ତରୀୟ ଆତ୍ମାର ନିର୍ବାଚନ ର ୭ ମାସ ପରେ ଆଜି ଏହାର ବରାଦି ବୈଠକ ଅନୁଷ୍ଠିତ ହୋଇଥିଲା ।  ଅତିରିକ୍ତ ସଚିବ ପ୍ରାଚୀ ମହାପାତ୍ରଙ୍କ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଆଜି ଅତ୍ୟନ୍ତ ତରବରଭାବେ ବୈଠକ ଡ଼କାଯାଇଥିବା ଆଲୋଚନାରେ ଚର୍ଚ୍ଚା ଧରିଥିଲା ।  ଆତ୍ମାର …

Read More »

  ପାଂଚ ଫୁଟ୍ ର ଗୋଖର ସାପ ଉଦ୍ଧାର

ଗରଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ୍ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ରମେଶ ଚନ୍ଦ୍ର ପାତ୍ରଙ୍କ ରହିବା ଘରେ ଦୁଇ ଗୋଟି ବିଷଧର ସର୍ପ ରହିଥିବାର ଦେଖି ପରିବାର ଲୋକମାନେ ଭୟଭିତ ହୋଇପଡିଥିଲେ । ସାପ ଦୁଇଟିକୁ ଦେଖି ସ୍ଥାନୀୟ ଲୋକମାନେ ନିକଟସ୍ଥ ଅନ୍ତେଇ ଗ୍ରାମର ସାପ ଧରାଳି ପ୍ରକୃତି ବନ୍ଧୁ ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବରପାଇ ଉଦୟ ସେଠାରେ ପହଂଚି ଏକ ବାଡି ସାହଯ୍ୟରେ କୌଷଳକ୍ରମେ ସାପଟିକୁ ଆୟତ କରିଥିଲେ । ଏହି ସମୟରେ ଅନ୍ୟ ଏକ ସାପ …

Read More »

ବାଲି ବୋଝେଇ ଟ୍ରାକ୍ଟର ଜବତ,ଜୋରିମାନା ଆଦାୟ 

ଗରଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀରୁ ବେ-ଆଇନ ଭାବରେ ବାଲି ଉଠାଣ କରି ନେଇ ପଳାଇ ଯାଉଥିବା ଏକ ଟ୍ରାକ୍ଟର , ସ୍ଥାନୀୟ ତହସିଲ ପ୍ରଶାସନଙ୍କ ହାତରେ ଧରାପଡି ଜୋରିମାନା ଦେଇଥିବାର ଜଣାଯାଇଛି । ପ୍ରକାଶ ଯେ, ଚିତ୍ରୋତ୍ପଳା ନଦୀର ହରିଦାସପୁର ଗ୍ରାମ ନିକଟସ୍ଥ ଶନିମନ୍ଦିର ସନ୍ନିକଟ ନଦୀ ପଠାରୁ ଗୋଟିଏ ଟ୍ରାକ୍ଟର ବେ- ଆଇନ ଭାବରେ ବାଲି ଉଠାଣ କରୁ ଥିବାର ଖବରପାଇ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ ପାଟକୁରା ପୁଲିସ ସହିତ ସେଠାରେ ପହଂଚିିଥିଲେ । ବାଲି ବୋଝେଇ ଟ୍ରାକ୍ଟରଟି ନଦୀ …

Read More »