Sunday , October 1 2023

Recent Posts

ଏଟିଏମ ରୁ ଟଙ୍କା ଉଠାଇଲାବେଳେ ସାବଧାନ ରୁହନ୍ତୁ – ଏଟିଏମ ରୁ କମ ଟଙ୍କା ବାହାରୁଛି

କୃଷ୍ଣାନନ୍ଦପୁର,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଏଟିଏମ ରୁ ଟଙ୍କା ଉଠାଇଲାବେଳେ ସାବଧାନ । ଏଟିଏମ ରୁ ଟଙ୍କା ଉଠାଇବାବେଳେ ମେସିନ୍ ରୁ ଟଙ୍କା ବାହାରିବା ବେଳେ ସେହି ଏଟିଏମ କାଉଂଟର ରେ ସଙ୍ଗେ ସଙ୍ଗେ ଟଙ୍କା ଗଣନ୍ତୁ । କାରଣ ଏଟିଏମ ରୁ କମ ଟଙ୍କା ବାହାରୁଛି ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୃଷ୍ଣାନନ୍ଦପୁର ଠାରେ ଥିବା ଏକ ଏଟିଏମ ରେ । ଗତ କାଲି ମାର୍ଚ ୨ ତାରିଖ ଅପରାହ୍ନରେ ଜଣେ ବ୍ୟକ୍ତି କୃଷ୍ଣାନନ୍ଦପୁର ଆଲାହାବାଦ ବ୍ୟାଙ୍କରେ ତାଙ୍କ ମା ଙ୍କ ଆକାଉଂଟରୁ …

Read More »

ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ   ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ପଞ୍ଜିକୃତ ହୋଇଥିବା ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିର୍ଯ୍ୟାତନା ଦିଆଯାଉଛି । ଅପରପକ୍ଷରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଶ୍ରମ ଅଧିକାରୀ, ଜିଲାପାଳ, ଶ୍ରମ କମିଶନର, ରାଜ୍ୟ ଓ କେନ୍ଦ୍ର ସରାକାର କର୍ଣ୍ଣପାତ କରୁନାହାଁନ୍ତି ବୋଲି ଶ୍ରମିକ ସଂଗଠନ ଆଇଏନଟିୟୁସି ଅଭିଯୋଗ କରିଛି  । ଏ ନେଇ ସମଗ୍ର ରାଜ୍ୟରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ …

Read More »

ବାଲିଆରେ ଦୋଳରେ ଛାମୁମେଲଣ ପାଇଁ ଅନୁମତି ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡା, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତ ଅଧିନ ବାଲିଆ ମେଲଣ ପଡିଆରେ ବହୁବର୍ଷ ଧରି ଚାଲି ଆସୁଥିବା ଛାମୁ ମେଲଣ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ମେଲଣ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି । ଚଳିତବର୍ଷର ଦୋଳ ମେଲଣ ଆସନ୍ତା ୨୪ତାରିଖରୁ ଆରମ୍ଭ ହୋଇ ଅପ୍ରେଲମାସ ୨ତାରିଖ ପଂଚମୀ ତିଥିରେ ପବିତ୍ର ଛାମୁ ମେଲଣ ଅନୁଷ୍ଠିତ ହେବ । ତେଣୁ ଏହିସବୁ ମେଲଣ ଗୁଡିକର ସୁପରିଚାଳନା ନିମନ୍ତେ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ ପୂର୍ବକ ସମ୍ପୂର୍ଣ୍ଣ କରାଯିବାକୁ …

Read More »