Friday , March 31 2023

Recent Posts

ଗରଦପୁର ରେ ଜିଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର

ପାଟକୁରା,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ଓ ଏସପି ନୀତି ଶେଖର ଗରଦପୁର ବ୍ଲକ୍ ସଭାଗୃହରେ ଏକ ମିଳିତ ଜନ ଶୁଣାଣି ଶିବିରରେ ଉପସ୍ଥିତ ରହି ମୋଟ ୨୧୬ ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରୁ ୧୯୬ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୨୦ ଗୋଟି ସାମୁହିକ ଅଭିଯୋଗ ଥିଲେ । ବିଭିନ୍ନ ରୋଗରେ ପିଡ଼ିତ ୨୩ ଜଣଙ୍କୁ ଚିକିତ୍ସା ପାଇଁ ଜିଲାପାଳ ସହାୟତା ରାଶି ଚେକ୍ ଆକାରରେ ବଂଟନ କରିଥିଲେ । ରାମଚନ୍ଦ୍ରପୁର ଗ୍ରାମର ପ୍ରମିଳା ସେଠୀ ଙ୍କୁ …

Read More »

‘କସ୍ତୁରୀ’ର ୨୧ତମ ସ୍ମରଣୀକା ଉନ୍ମୋଚିତ

ଭୁବନେଶ୍ୱର,୧୦/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ, ସାଂସ୍କୃତିକ ଓ ଶିକ୍ଷାଭିତିିକ ଅନୁଷ୍ଠାନ ‘କସ୍ତୁରୀ’ର ୨୧ତମ ସ୍ମରଣୀକା‘କସ୍ତୁରୀ’ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜସେବୀ ବୁଦ୍ଧଦେବ ସ୍ୱାଇଁ, ଅଙ୍କିତା ଦେବୀ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଡିସେମ୍ବର ୮ ତାରିଖରେ କସ୍ତୁରୀର ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ବିଭିନ୍ନକ୍ଷେତ୍ରରେ ୭୦୦ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସେଙ୍ଗ ସେଙ୍ଗ ଭିନ୍ନକ୍ଷମ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ …

Read More »

ସଂକ୍ଷେପରେ ତାଜା ଖବର : ନିଖୋଜ ମହିଳାଙ୍କ ମୃତ ଦେହ ନଦୀରୁ ଉଦ୍ଧାର

ମାର୍ଶାଘାଇ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଭତ ରବିବାର ଠାରୁ ନିଖୋଜ ଥିବା ଜଣେ ମହିଳା ଙ୍କ ମୃତ ଦେହ ନଦୀରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁସାରେ ରଜନୀଗନ୍ଧା ରାଉତ(୫୫) ସ୍ୱାମୀ ବୀରକିଶୋର ରାଉତ, ଗ୍ରାମ ନଉରୀ, ପୋଷ୍ଟ ଅଫିସ ହିନ୍ଦୁଳି, ଥାନା ମାର୍ଶାଘାଇ, ଜିଲା କେନ୍ଦ୍ରାପଡ଼ା ଗତ ରବିବାର ଠାରୁ ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ତେବେ ଆଜି ତାଙ୍କ ମୃତ ଦେହ ପାଖ ନଦୀରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । …

Read More »