Friday , February 3 2023

Recent Posts

ଫନି ବାତ୍ୟା ସହାୟତା ସମ୍ପର୍କରେ କେନ୍ଦ୍ରାପଡା ବ୍ଲକରେ ଆଲୋଚନା ବୈଠକ

କେନ୍ଦ୍ରାପଡା ୦୬/୦୮/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପଂଚାୟତ ସମିତି ସଭା ଗୃହରେ ମଙ୍ଗଳବାର ଗତ ଫନି ବାତ୍ୟା ସହାୟତା ଲୋକମାନଙ୍କୁ ପ୍ରଦାନ ସମ୍ପର୍କରେ ଏକ ଆଲୋଚନା ବୈଠକ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗତ ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ବାସଗୃହ ସମେତ କଚା ଚାଳଛପର ଘର ଥିବା ଜନସାଧାରଙ୍କ ଏକ ତାଲିକା ପ୍ରସ୍ତୁତ କରିଯିବା ସହ ଯେଭଳି ଏହି ସହାୟତାରୁ କୈାଣସି କ୍ଷତିଗ୍ରସ୍ତ ବଂଚିତ ନହୁଅନ୍ତି ସେଥିପ୍ରତି ଜନପ୍ରତିନିଧିମାନେ ଧ୍ୟାନଦେବାକୁ ଅଧ୍ୟକ୍ଷ ଶ୍ରୀ ଧଳ ପରାମର୍ଶ ଦେଇଥିଲେ । …

Read More »

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇ ଇତିହାସ ରଚିଲେ ମୋଦି ଓ ଶାହା

ସ୍ୱାଗତ ଜଣାଇଲା ପାରାଦ୍ୱୀପ ପ୍ରେସ୍ ମିଡିଆ ପାରାଦ୍ୱୀପ ୦୬/୦୮/୨୦୧୯(ଓଡ଼ିଶା ସମାଚାର / ଦୀପକ କୁମାର ଦାସ)- ଜମ୍ମୁ ଓ କାଶ୍ମୀରର ଧାରା ୩୭୦ ହଟାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଇତିହାସ ରଚିବା ସହ ଦେଶ ସଦୃଢତା ନିମିତ ସେମାନଙ୍କର ଦୃଢ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛନ୍ତି । ଗତ ଅଗଷ୍ଟ ୫ତାରିଖରେ ସଂସଦରେ ଏହି ୩୭୦ ଧାରା ଉଚ୍ଛେଦ ବିଲ୍ ଗୃହିତ ହେବା ପରେ ସମଗ୍ର ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ ଓ ଦେଶବାସୀଙ୍କ …

Read More »

ଶୋକ ଖବର : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କ ପରଲୋକ

ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ଅତ୍ୟନ୍ତ ଦୁଃଖଦ ଖବର – ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ଦଳର ବରିଷ୍ଟ ନେତ୍ରୀ ସୁଷମା ସ୍ୱରାଜ ଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ହୃଦାଘାତ ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ ଏଆଇଆଇଏମଏସ ରେ ଭର୍ତି କରାଯାଇଥିଲା । ଏକ ପାଂଚ ଜଣିଆ ଡ଼ାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ କିନ୍ତୁ ଡ଼ାକ୍ତରମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସୁଷମା ଗୁରୁତର ଆହତ ହୋଇ …

Read More »