Friday , March 31 2023

Recent Posts

ଦୁଇଦିନ ଧରି ନଦୀପଠାରେ ଜଳବନ୍ଦୀ ଥିବା ୫୦ରୁ ଉଦ୍ଧ୍ୱର୍ ଗାଈଗୋରୁଙ୍କୁ ଉଦ୍ଧାର କଲେ ଦମକଳ ବାହିନୀ

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ସ୍ଥାନୀୟ ଅଂଚଳର ଗୋପାଳକମାନେ ଗାଈଗୋରୁମାନଙ୍କୁ ଚରାଇବାପାଇଁ ଚିତ୍ରୋପôଳା ନଦୀପଠାକୁ ଛାଡିଦେଇଥାନ୍ତି । ଗତ ରବିବାର ଦିନ ଚିତ୍ରୋପôଳା ନଦୀରେ ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ନଦୀପଠାକୁ ଚରିବାକୁ ଯାଇଥିବା ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଗାଈ ପାଣି ମଝିରେ ଜଳବନ୍ଦୀ ହୋଇ ରହିଯାଇଥିଲେ ।  ଗୋପାଳକମାନେ ବହୁ ଚେଷ୍ଟା କଲେ ମଧ୍ୟ ଏହି ଗୋରୁଗାଈମାନଙ୍କୁ ଉଦ୍ଧାର କରିପାରିନଥିଲେ । ଶେଷରେ ଏହାନେଇ ସାଲେପୁର ଦମକଳ ବାହିନୀକୁ ଖବର ଦେବାପରେ ଦମକଳ ବାହିନୀର କର୍ମଚାରୀମାନେ ମଙ୍ଗଳବାର ଦିନ ପାୱାରବୋଟ୍ ଯୋଗେ …

Read More »

ରାସ୍ତାକଡ଼ରେ ଖସିପଡିଥିବା ଟ୍ରକ୍ ଉଠାଇବାପାଇଁ କଟକ-ସାଲେପୁର ମୁଖ୍ୟରାସ୍ତା ୨ଘଂଟା ଅବରୋଧ

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ରାସ୍ତାକଡ଼ରେ ଦବିଯାଇଥିବା ଏକ ଟ୍ରକ୍ ଉଠାଇବାପାଇଁ ଦୀର୍ଘ ୨ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି କଟକ-ସାଲେପୁର ରାସ୍ତା ଜାମ୍ ହୋଇଯିବାରୁ ଅତି ଆବଶ୍ୟକୀୟ ଯାନବାହନ ସହ ଶହ ଶହ ଯାନବାହନ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡା ହେବାନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କଟକ-ସାଲେପୁର ରାସ୍ତା ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ବାଲିଚନ୍ଦ୍ରପୁର, କୁଆଁପାଳ ଆଦି ଅଂଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଟେ । କିନ୍ତୁ ଆଜି ସକାଳୁ ଏକ ମାଲବାହୀ ଟ୍ରକ୍ …

Read More »

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନପତ୍ର ଗ୍ରହଣ କରାନଯିବାରୁ ବ୍ଲକ୍ ସମ୍ମୁଖରେ ଧାରଣା

ସାଲେପୁର, ୧୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗତ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଓ ସଂପୂର୍ଣ୍ଣ ଘର ଭାଙ୍ଗି ନଷ୍ଟ ହୋଇଯାଇଥିବା ବ୍ୟକ୍ତିମାନଙ୍କୁ ପକାଘର ପ୍ରଦାନ କରାଯିବ ଓ କୌଣସି କାରଣ ବଶତଃ ଯେଉଁମାନଙ୍କର ନାମ ଯୋଗ୍ୟ ତାଲିକାରେ ନାହିଁ ସଂପୃକ୍ତ ହିତାଧିକାରୀମାନେ ବିଡ଼ିଓଙ୍କୁ ସାକ୍ଷାତ କରି ନୂତନ ଭାବେ ଆବେଦନ କରିପାରିବେ ବୋଲି ବିଡ଼ିଓ ଗତ ପଂଚାୟତ ସମିତି ବୈଠକରେ ଘୋଷଣା କରିଥିଲେ । ଆବେଦନ ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଏକାଧିକବାର ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଆସି ବିଡ଼ିଓଙ୍କୁ ନପାଇ ଶେଷରେ ବାଧ୍ୟ ହୋଇ …

Read More »