Friday , March 31 2023

Recent Posts

ପତିତବାବନଦେବଙ୍କ ପ୍ରତିଷ୍ଠା ଉତ୍ସବ

ନିଶ୍ଚିନ୍ତକୋଇଲି ୧୦/୦୯/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା): ନେମାଳ ପଂଚାୟତର ମାଳିଗାଁ ସ୍ଥିତ ଶ୍ରୀ ଶ୍ରୀ ପତିତପାବନଦେବଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ପାଳିତ ହୋଇଯାଇଛି । ପ୍ରାତଃ ରୁ ପୂଜା ପାଠ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହେବା ସହ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ପୂଜାଆରାଧନା ହେମାଦି କର୍ମ ସମାପନ ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଶ୍ରୀ ରତ୍ନାକର ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉସôବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଶେଷରେ ଆନନ୍ଦ ବଜାରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । …

Read More »

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ତୃଣମୂଳ ସ୍ତରରେ ଦଳକୁ ମଜଭୁତ ପାଇଁ ଆହ୍ୱାନ – ୫-ଟି, ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ କେନ୍ଦ୍ରାପଡା ୧୦/୦୯/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତାଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ସଭାପତିତ୍ୱରେ ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ଅନୁଭବ ମହାନ୍ତି ଯୋଗଦେଇ ଉପସ୍ଥିତ ଦଳୀୟ କର୍ମମାନଙ୍କୁ ଦଳର ସଦସ୍ୟତା ଅଭିଯାନକୁ ଆଗେଇନେବାକୁ …

Read More »

ବଜରଙ୍ଗ ଦଳ ପକ୍ଷରୁ ପୁରୀରେ ମଠଭଙ୍ଗା ପ୍ରତିବାଦରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,୧୦/୦୯/୨୦୧୯(ଓଡ଼ିଶା ସମାଚାର)-ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୈାନ୍ଧର୍ଯ୍ୟକରଣ ନାମରେ ଓଡିଶା ସରକାରଙ୍କ ନିର୍ଦେଶରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୭୫ମିଟର ଭିତରେ ଥିବା ସମସ୍ତ ପ୍ରାଚୀନ ମଠ ମନ୍ଦିର ଗୁଡିକୁ ଉଛେଦ କରିଚାଲିଥିବାରୁ କେନ୍ଦ୍ରାପଡା ବଜରଙ୍ଗଦଳ ପକ୍ଷରୁ ତାହାର ଘୋର ବିରୋଧ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ବି.ପି.ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନକରି ଅଧାରୁ ବନ୍ଦ କରିଦିଆଯିବା ବେଳେ ଏବେ ରାଜ୍ୟ ସରକାର କେଉଁ କମିଶନଙ୍କ ରିପୋର୍ଟକୁ ଆଧାର କରି ଉଛେଦ କରୁଛନ୍ତି ତାହା ସାଧାରଣରେ …

Read More »