Sunday , September 24 2023
Breaking News

Recent Posts

ପାରାଦ୍ୱୀପ ବନ୍ଦର ଦ୍ୱାରା ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ୨୭ଟି ଏମ୍ଓୟୁ ସ୍ୱାକ୍ଷରିତ

  ପାରାଦ୍ୱୀପ ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ପଣ୍ୟ କାରବାର କ୍ଷେତ୍ରରେ ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦ୍ୱୀପ ବନ୍ଦର ନ୍ୟାସ ଓଡିଶା ତଥା ଦେଶର ସାମୁଦି୍ରକ ଅଭିବୃଦ୍ଧି ନିମନ୍ତେ ଗୁରୁବାର ଦିନ ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭ଗୋଟି ବୁଝାମଣ ପତ୍ର ବା ଏମଓୟୁ ସ୍ୱାକ୍ଷରିତ କରିଛି । ଏହାଦ୍ୱାରା ଆନୁମାନିକ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୨ରୁ ୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଥିôବା ନୌବାଣିଜ୍ୟ ଭାରତ ସମ୍ମିଳନୀ …

Read More »

କୁମୁରିସିଙ୍ଗା ଜଙ୍ଗଲରେ ଲାଗିଛି  ନିଆଁ

 ଭୁବନ,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଫରେଷ୍ଟ ରେଞ୍ଜ ତଥା ଏହି ବ୍ଲକ ଅନ୍ତର୍ଗତ କୁନିନ୍ଦା ପଂଚାୟତର କୁମୁରିସିଙ୍ଗା ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ କୌଣସି ଦୁର୍ବୃତ ନିଆଁ ଲଗାଇଦେଇ ଥିବାରୁ ଶହଶହ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ଭୁବନ ଫରେଷ୍ଟ ରେଞ୍ଜ ଅଫିସ ତରଫରୁ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ଓଡ଼ିଶା ସମାଚାର  

Read More »

 ଭାରତ ବନ୍ଦ କୁ ସଫଳ କରିବାକୁ ଭୁବନ ବ୍ୟବସାୟୀ ସଂଘର ନିବେଦନ

ଭୁବନ,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜି.ଏସ.ଟି ସରଳୀକରଣ ଦାବି ଓ ଇ-କମର୍ସ ବିସ୍ତାର ବାଦ ନୀତିକୁ ବିରୋଧ କରି ଆସନ୍ତା କାଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ତରଫରୁ ଦିଆଯାଇଥିବା ( ଶୁକ୍ରବାର ସକାଳ ୬ ରୁ ଶନିବାର ସକାଳ ୬) ୨୪ ଘଣି୍ଟଆ ଭାରତ ବନ୍ଦକୁ ଭୁବନ ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛି । ଭାରତ ବନ୍ଦ କୁ ସଫଳ କରିବା ସକାଶେ ଭୁବନର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ,ନୂଆବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି,କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର …

Read More »