Thursday , March 30 2023
Breaking News

Recent Posts

ହରିଶ୍ଚନ୍ଦ୍ର ଯୋଜନା ଚାଲୁ ରଖିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଗରଦପୁର ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ସଭା ଗୃହରେ ଆଜି ଜିଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ  ମୋଟ ୨୧୬ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥି ମଧ୍ୟରୁ  ୨୦ଗୋଟି ଅଭିଯୋଗ ସାମୁହିକ ହୋଇଥିବାବେଳେ,  ୧୯୬ ଗୋଟି ଅଭିଯୋଗ ବ୍ୟକ୍ତଗତ ଅଭିଯୋଗ କରାଯାଇଥିଲା । ଅଭିଯୋଗଗୁଡିକ ମଧ୍ୟରୁ ଅଧିକାଂଶ ଆବାସ ଯୋଜନାରେ ଗୃହ ଯୋଗାଣ,ସ୍ୱାସ୍ଥ୍ୟ ସେବା ପାଇଁ ସହାୟତା ଓ କୃଷି ସମ୍ପର୍କିତ ହୋଇଥିବାର ଜଣାଯାଇଛି । କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ …

Read More »

ଜଗତସିଂହପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଜଗତସିଂହପୁର ,୧୦/୦୯/୨୦୧୯(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗତ ରବିବାର ପୂର୍ବାହ୍ନରେ ଚର୍ଚ୍ଚିକା ବଜାରସ୍ଥିତ ଅନୁଷ୍କା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବାଲିକୁଦା ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପୂର୍ବତନ ସାଂସଦ କୁଳମଣି ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା …

Read More »

ଦୁଇଟି ସ୍ଲୁଇସ ଗେଟ୍ ମାଛ ଧରାଳିଙ୍କ କବଜାରେ, ନଦୀ ପାଣି ରେ ଚାଷ ଜମୀ ବୁଡ଼ି ଯାଉଛି –

ତିନି ପଂଚାୟତର ଚାଷୀଙ୍କ ଅଭିଯୋଗ ପରେ ଜିଲାପାଳ ଜୟତଳଙ୍ଗ ସ୍ଲୁଇସ ଗେଟ୍ ଅନୁଧ୍ୟାନ କଲେ  ପାଟକୁରା, ୧୦/୦୯/୨୦୧୯(ଓଡ଼ିଶା ସମାଚାର)- ପାଇକା ନଦୀର ତେଣ୍ଡÿାକୁଡ଼ା ପଂଚାୟତର ଜଇତଳଙ୍ଗ ଠାରେ ଗୋଟିଏ ଓ ସାନନୟନପୁର ଠାରେ ଆଉ ଗୋଟିଏ ଏହିପରି ଦୁଇଟି  ସ୍ଲୁଇସ ଗେଟ ରହିଛି । ଏହି ଦୁଇଟି ସ୍ଲୁଇସ ଗେଟ ରେ ଜଳ ନିସ୍କାସନ ବଦଳରେ  ମାଛଧରାଳିଙ୍କ କବଜାରେ ରହିଛି । ଫଳରେ ଯେଉଁ ଲକ୍ଷ ନେଇ ଏହି ଦୁଇଟି ସ୍ଲୁଇସ ଗେଟ ନିର୍ମାଣ କରାଯାଇଥିଲା ,ତାହା ବଦଳରେ ଚାଷ ଜମି ପାଣିରେ ବୁଡ଼ି …

Read More »