Friday , February 3 2023

Recent Posts

ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଆନନ୍ଦ

ଗରଦପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ବହୁ ପରିମାଣରେ ପଛେଇ ଯାଇଥିଲା । ମାତ୍ର ଗତ ଦୁଇ ଦିନ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ଯଦିଓ ଏହି ବର୍ଷା ଯୋଗୁଁ ଉଚ୍ଚା ଉଚ୍ଚା ଜମିରେ ପାଣି ରହି ନାହିଁ,ତଥାପି ଏହି ବର୍ଷା ଯୋଗୁଁ ଖାଲପାଟ ଜମିମାନଙ୍କରେ ଚାଷ କାର୍ଯ୍ୟରେ ଅଗ୍ରଗତି ଘଟିବା ନେଇ ଚାଷୀ ମହଲରେ ତତ୍ପରତା ପ୍ରକାଶ ପାଇଛି । ଗତ କେତେ ସପ୍ତାହ ହେଲା ଟାଣ ଖରା …

Read More »

ଆଇନସେବା ସମିତି ଆନୁକୂଲ୍ୟରେ ଆୟୋଜିତ ୨ ଦିନିଆ ତାଲିମ ଶିବିର ଉଦ୍ଯାପିତ

ଆଠଗଡ, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଆଠଗଡ ତାଲୁକ ଆଇନସେବା ସମିତି ଆନୁକୂଲ୍ୟରେ ପାରାଲିଗାଲ୍ ସ୍ୱେଚ୍ଛାସେବୀଙ୍କ ପାଇଁ ଆୟୋଜିତ ୨ଦିନିଆ ତାଲିମ ଶିବିର ବୁଧବାର ଉଦ୍ଯାପିତ ହୋଇଯାଇଛି । ମଙ୍ଗଳବାର ଏହି ତାଲିମ ଶିବିରକୁ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ଅମୃତରଞ୍ଜନ ନନ୍ଦ ଉଦ୍ଘାଟନ କରିଥିଲେ । ବୁଧବାର ଉଦ୍ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ନନ୍ଦ ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ସୁବିଧାରେ ଆଇନସେବା ଯୋଗାଇବା ଏବଂ ଆଇନ ବିଷୟରେ ପରାମର୍ଶ ଦେବା କ୍ଷେତ୍ରରେ ପାରାଲିଗାଲ୍ ସ୍ୱେଚ୍ଛାସେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା …

Read More »

ରାସାୟନିକ ସାର ଓ ବିଷମୁକ୍ତ ଚାଷ ପାଇଁ ଆହ୍ୱାନ

ନିଶ୍ଚିନ୍ତକୋଇଲି,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଜୈବିକକୃଷି ସଂକ୍ରାନ୍ତ ପ୍ରଶିକ୍ଷଣ ନେଇଥିବା କୌଶଳୀ ଓ ଅନୁଭବି ୬୦ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଚାଷୀଙ୍କୁ ପ୍ରଶିକ୍ଷକ ଭାବେ ପ୍ରସନ୍ନ ଳୁମାର ଦାଶ ଓ ରଞ୍ଜନକୁମାର ଦାସ ଜୈବିକ କୃଷି କାର୍ଯ୍ୟ ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଥିବା ବେଳେ ଚାଷକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ନ କରିବା ପାଇଁ ସଚେତନତା କରାଇଥିଲେ । ବରାଦୋ ପଂଚାୟତ ପାଟପୁର ଛକଠାରେ ପ୍ରଶିକ୍ଷକ ପ୍ରସନ୍ନ ଦାଶଙ୍କ ପୌରୋହିତରେ ଆୟୋଜିତ …

Read More »