ଢେଙ୍କାନାଳ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ …
Read More »ଝାରସୁଗୁଡାରୁ ଆଉ ୨ ଟି ସହରକୁ ଉଡିବ ବିମାନ
ଭୁବନେଶ୍ୱର, ୧୨/୦୯/୨୦୧୯(ଓଡ଼ିଶା ସମାଚାର)- ଝାରସୁଗୁରଡା ବିମାନଘାଟିରୁ ଆଉ ଦୁଇଟି ସହରକୁ ବିମାନ ଉଡିବ । ଏଣିକି ଯାତ୍ରୀମାନେ ଝାରସୁଗୁଡାରୁ କୋଲକାତା ଓ ବାଙ୍ଗାଲୋର ଯାଇପାରିବେ । ବର୍ତମାନ ଝାରସୁଗୁଡାରୁ ୫ ଟି ସହରକୁ ବିମାନ ଚଳାଚଳ କରୁଛି । ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ବୁଧବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଂଚଳିକ ବିମାନ ଯୋଗାଯୋଗ ବୈଠଳରେ ଏହି ନିଷ୍ପତି ହୋଇଛି । ଓଡ଼ିଶା ସମାଚାର
Read More »