Friday , March 31 2023

Recent Posts

ମଠକରଗୋଳା ମହାବିଦ୍ୟାଳୟ ରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଭୁବନ ୧୨/୦୯/୨୦୧୯(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି ।ଅଧ୍ୟକ୍ଷ ଚିତ ରଂଜନ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ତାଲିମ ଶିବିର କୁ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡଃ ରଶ୍ମି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଛାତ୍ରୀ ମାନେ ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ବିଭିନ୍ନ କୌଶଳ ଶିକ୍ଷାକରି ନିଜକୁ ସୁରକ୍ଷିତ ରଖିପାରିବେ ବୋଲି …

Read More »

ଥୁଆମୂଳ ରାମପୁର ବ୍ଳକର ପାଂଚ ଗୋଟି ଗ୍ରାମପଂଚାୟତରେ ବିଏସଏନଏଲ ଟାୱାର ଉଦଘାଟିତ

କଳାହାଣ୍ଡି,୧୨/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲାର ଦୁର୍ଗମ ଅଂଚଳ ଥୁଆମୂଳ ରାମପୁର ବ୍ଳକର ପାଂଚଗୋଟି ଗ୍ରାମ ପଂଚାୟତର ପାଂଚଟି ସ୍ଥାନରେ ବିଏସଏନଏଲ ମୋବାଇଲ ଟାୱାର ଉଦଘାଟିତ ହୋଇଯାଇଛି । ଅଂଚଳବାସୀଙ୍କ ଅନେକ ଦିନର ଆଶା ପୂରଣ କରିଛି ବିଏସଏନଏଲ ମୋବାଇଲ ଫୋନ ସେବା । ବର୍ଷବର୍ଷ ଧରି ଥୁଆମୂଳରାମପୁର ବ୍ଳକର ଲୋକମାନେ ମୋବାଇଲ ସେବାରୁ ବଂଚିତ ଥିଲେ । ଅଂଚଳବାସୀ ଦୀର୍ଘ ଦିନରୁ ବ୍ଳକର ପ୍ରତ୍ୟେକ ପଂଚାୟତରେ ବିଏସଏନଏଲ ମୋବାଇଲ ଟାୱାର ପାଇଁ ଦାବିକରି ଆସୁଥିଲେ । ଜିଲ୍ଲା ପରିଷଦ ମୁରଲୀଧର ନାଏକଙ୍କ …

Read More »

ପହରିଆଙ୍କୁ ଆଦିବାସୀ ମାନ୍ୟତା ଦାବି

ନୂଆପଡ଼ା,୧୨/୦୯/୨୦୧୯(ଓଡ଼ିଶା ସମାଚାର)-ପହରିଆ ବାକମାର୍ ଏକ ଜନଜାତି । ଛତିଶଗଡ଼ ତଥା ମଧ୍ୟ ପ୍ରଦେଶରେ କମାର ମାନଙ୍କୁ ଆଦିମ ଜନଜାତି ମର୍ଯ୍ୟାଦା ମିଳିଥିବା ସ୍ଥଳେ, ଓଡ଼ିଶାରେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳି ପାରି ନାହିଁ । ଏଥିଲାଗି ଓଡ଼ିଶାର କମାର ମାନେ ଗତ୨ ଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତିା କେତେ ବେଳେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ତ ଆଉ କେତେବେଳେ ରାଜ୍ୟ ସରକାର ସହ କେନ୍ଦ୍ରକୁ ବିଭିନ୍ନ ସମୟରେ ପତ୍ର ଲେଖି ଦାବି କରିଛନ୍ତି, ହେଲେ ଆଦିବାସୀ ମାନ୍ୟତାମିଳିବା ସେମାନଙ୍କ ପାଇଁ ସତେ …

Read More »