Friday , March 31 2023

Recent Posts

ପଟ୍ଟାମୁଣ୍ଡାଇ ପାଇଁ ୧୦ କୋଟି

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ପରିମଳବ୍ୟବସ୍ଥାର ପୁନରୁଦ୍ଧାର କରାଯିବା ପାଇଁ ଏକମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି, ଯେଉଁଥିରେ୧୦ କୋଟି ଟଙ୍କା ବିନିମୟରେ ମାର୍ଶାଘାଇଡ୍ରେନେଜ ଡିଭିଜନ ଜରିଆରେ ଗୋବରୀଡ୍ରେନେଜ୍ କଟ୍ର ପୁନରୁଦ୍ଧାର କରାଯିବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରସର୍ବାଙ୍ଗୀନ ଉନ୍ନତି ପାଇଁ ଲୋକସେବା ଭବନଠାରେ ଆୟୋଜିତ ସମୀକ୍ଷା ବୈଠଳରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ,ପଟ୍ଟାମୁଣ୍ଡାଇ ବଜାରସ୍ଥିତ …

Read More »

ସଂକ୍ଷେପରେ ତାଜା ଖବର : ରାଷ୍ଟ୍ରପତିଙ୍କର ଦୁଇ ଦିନିଆ ଓଡ଼ିଶା ଆଗମନ

ଭୁବନେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୋପାଳପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗବେଦପାଇଁ ରାଷ୍ଟ୍ରପତି ଓଡ଼ିଶା ଗୃରେ ଆସିବେ । ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ଆସନ୍ତା ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚି ରାଜଭବନରେ ରାତି୍ରି ଯାପନ କରିବେ । ୨୮ ତାରିଖ ସକାଳ ୬ ଟାରେ ଗୋପାଳପୁର ଯିବେ ଓ ପୁଣି ଦିନ ୧୧ ଟାରେ ଭୁବନେଶ୍ୱର ଫେରିଆସିବେ । ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ …

Read More »

ସଂକ୍ଷେପରେ ତାଜା ଖବର :  ପୁରୀର ବିକାଶ କାର୍ଯ୍ୟରେ ୫ ଆଇଏଏସ ନିଯୁକ୍ତି ଦେଲେ ରାଜ୍ୟ ସରକାର

  ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପୁରୀ କୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଓ ପୁରୀ ଶ୍ରୀ ମନ୍ଦିର ଚତୁପାଶ୍ୱର୍ ର ବିକାଶ ପାଇଁ ବହୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ପୁରୀ ଜିଲାପାଳଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଆଜି ୫ ଜଣ ଆଇଏଏସ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନେ ହେଉଛନ୍ତି ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତିଭାଷ ଜି , ଶୁଭଙ୍କର ମହାପାତ୍ର, କେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ । ଏହି …

Read More »