ଢେଙ୍କାନାଳ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ …
Read More »ଓଡ଼ିଶାକୁ ପ୍ରଶଂସା କଲେ ବ୍ରିଟିଶ୍ ଡେପୁଟି ହାଇକମିଶନର
ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)-ଭାରତରେ ଅବସ୍ଥାପିତ ବି୍ରଟିଶ ଡେପୁଟି ହାଇକମିଶନର ଶ୍ରୀ ବ୍ରୁସ୍ ବକ୍ନେଲ୍ ସଂସ୍କୃତିବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସୌଜ୍ୟମୂଳକ ସାକ୍ଷାତ କରିଛନ୍ତି । ଭୁବନେଶ୍ୱରସ୍ଥିତ ଡ.ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ କାର୍ଯ୍ୟ କରୁଥିବା ବି୍ରଟିଶ ସୂଚନା କେନ୍ଦ୍ରର କାର୍ଯ୍ୟାବଳୀ ତଥା ଉନ୍ନତିକରଣ ସମ୍ପର୍କରେ ଶ୍ରୀ ବକନେଲ ଆଲୋଚନା କରିଥିଲେ । ଏହି ସୂଚନା କେନ୍ଦ୍ର ବି୍ରଟ୍ରେନରେ ଉଚ୍ଚଶିକ୍ଷା,ବୃତିଗତ ତାଲିମ ଓ ସାଂସ୍କୃତିକ ବିନିମୟ ଉପରେ କାର୍ଯ୍ୟ କରୁଛି ଏବଂ ଏହାକୁ ଅଧିକକି୍ରୟାଶୀଳ କରାଯିବା ନେଇ ଆଲୋଚନାରେ ଗୁରୁତ୍ୱ ପ୍ରକାଶ …
Read More »