Friday , February 3 2023

Recent Posts

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ପରେଡ଼ ରେ ଅଭିବାଦନ କରିବେ । ସେହିପରି କଟକ ଠାରେ ନୀରଂଜନ ପୂଜାରୀ, ଅନୁଗୁଳ ଠାରେ ବିକ୍ରମ କେଶରୀ ଆରୁଖ, ପୁରୀ ଠାରେ ପ୍ରଫୁଲ ମଲିକ ଓ କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବେ । କଳାହାଣ୍ଡିରେ …

Read More »

ଡଟର୍ସ ଡେ’ ପାଇଁ ମଂଟେ କାର୍ଲୋର ସ୍ୱତନ୍ତ୍ର ପୋଷାକ ସମ୍ଭାର

ଭୁବନେଶ୍ୱର,୦୯/୦୮/୨୦୧୯(ଓଡ଼ିଶା ସମାଚାର)- ଚଳିତ ବର୍ଷର ଡଟର୍ସଡେ’ (ଝିଅ ଦିବସ)କୁ ଦୃଷ୍ଟିରେ ରଖି ଦେଶର ଅଗ୍ରଣୀ ପୋଷାକ କଂପାନି ମଂଟୋ କାର୍ଲୋ ପକ୍ଷରୁ ସ୍ୱତନ୍ତ୍ର ପୋଷାକ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଡଟର୍ସ ଡେ’ରେ ନିଜ ଝିଅକୁ କେଉଁଉପହାର ଦେବେ ତାହାକୁ ନେଇ ଚିନ୍ତିତଥିବା ଅଭିଭାବକମାନଙ୍କ ଚିନ୍ତା ଦୂରକରିବା ଲାଗି କଂପାନି ଏହି ସମ୍ଭାର ପ୍ରସ୍ତୁତ କରିଛି । ଅଲୀଅଳି ଝିଅମାନଙ୍କପାଇଁ ମଟେଂ କାର୍ଲୋ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଧରଣର ଟପସ୍, ଟିଜ୍, ଡ୍ରେସ୍ ଏବଂ ଆହୁରି ବହୁତ କିଛି । ବିଭିନ୍ନ ବର୍ଗର ପସନ୍ଦକୁ …

Read More »

ହୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ର ବଜାର ପ୍ରବେଶ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ଅବସରରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ର ଏମଡି ତଥା ସିଇଓ ଶ୍ରୀ ଏସ୍.ଏସ୍. କିମ୍ …

Read More »