ବୌଦ୍ଧ, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ରାତି ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଅଜଣା ଦୁର୍ବୃତମାନେ ଗୁଳିମାଡ଼ କରିଥିବା ଖବର …
Read More »ଛାତ୍ରଙ୍କୁ ବିଦ୍ୟାଳୟରେ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ
ବାଲେଶ୍ୱର,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ପ୍ରଥମ ଶ୍ରେଣୀର ପଢ଼ୁଥିବା ଜଣେ ଛାତ୍ର ପାଇଖାନା ଯାଇଥିବାବେଳେ ବିଦ୍ୟାଳୟରେ ତାଲା ପକାଯିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଘଟଣାଟି ମଠସାହି ଉପ୍ରା ବିଦ୍ୟାଳୟରେ ଘଟିଥିଲା । ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଭୋଇ ସାହି ଅଂଚଳର ବାଙ୍ଗୁରୁ ସିଂଙ୍କ ପୁତ୍ର ଅମର ସିଂ(୫) ଅପରାହ୍ନ ୪ଟା ବେଳେବିଦ୍ୟାଳୟ ପରିସରସ୍ଥ ପାଇଖାନାକୁ ଯାଇଥିଲେ । ଏହ ସମୟରେ ବିଦ୍ୟାଳୟ ଛୁଟି ହୋଇଯିବା ସହ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଅନ ଗେଟ୍ ରେ ତାଲାପକାଇ ଘରକୁ ଚାଲି …
Read More »