Friday , February 3 2023

Recent Posts

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଅଣ୍ଡାରୁ ଫୁଟିଲେ ଛୁଆ

ରାଜନଗର,୧୦/୦୮/୨୦୧୯(ଓଡ଼ିଶା ସମାଚାର)-ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରର ଅନ୍ତୁଡିଶାଳ ଭାବେ ସମଗ୍ର ବିଶ୍ୱରେ ପରିଚିତ । ଚଳିତ ବର୍ଷ ମା କୁମ୍ଭୀର ଦେଇଥିବା ଅଣ୍ଡାରୁଛୁଆ ଫୁଟିବା ଆରମ୍ଭ ହୋଇଛି । ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୪୧ଟି ଛୁଆ ଫୁଟିଥିବା ଦେଖିବାକୁ ମିଳିଛି । ମହାକାଳପଡା ରେଂଜର ରାମଚଣ୍ଡୀ ନିକଟ ନାଳରୁ ଗୋଟିଏ କୁମ୍ଭୀର ବସାରୁ ୫୪ଟି ଅଣ୍ଡା ସଂଗ୍ରହ କରାଯାଇ ହ୍ୟାଚେରୀରେ ପ୍ରଥମ ପର୍ଯ୍ୟାୟରେ ରଖାଯାଇଥିଲା । ସେଥିରୁ ଏହି ଛୁଆ ଗୁଡିକ ବାହାରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଜାତୀୟ ଉଦ୍ୟାନ ଅନ୍ତର୍ଗତ …

Read More »

ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ

ଜୟପୁର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ମାଓବାଦୀମାନେ ଏକ ଦେଶି ମଦ ଭାଟି ରେ ମାଓବାଦୀ ଙ୍କ ଲଙ୍କା କାଣ୍ଡ ଘଙ୍କାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ଡ଼ୁମୁରୀପୁଟ ଅଂଚଳରେ ଥିବା ଦେଶି ମଦ ଭାଟିରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ପ୍ରାୟ ୧୦ ୧୨ ଜଣ ସଶସ୍ତ୍ର ମାଓବାଦୀ ଦେଶିମଦ ଭାଟି ଉପରେ ଚଢ଼ାଉ କରି ଗୋଟିଏ ଜିପ , ୨ ଟି ମୋଟରସାଇକେଲ ଓ ଜେନେରେଟର ରେ ନିଆଁ ଲଗାଇ ଦେଇଛନ୍ତି । ସେଠାରେ …

Read More »

ହିରାକୁଦ ଜଳଭଣ୍ଡାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ ୧୪ ତାରିଖରେ

ଭୁବନେଶ୍ୱର,୧୦/୦୮/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୪ ତାରିଖ ଦିନ ହିରାକୁଦ ଡ଼୍ୟାମ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବ । ହିରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୯ ଫୁଟରେ ପହଂଚିଛି । ଏହି ଜଳସ୍ତର ୬୧୫ ଫୁଟ କୁ ଡ଼େଇଁବା ମାତ୍ରେ ଜଳଭଣ୍ଡାରରୁ ଜଳ ଛଡ଼ାଯିବ । ବର୍ତମାନ ଯେଉଁ ଅନୁସାରେ ବର୍ଷା ହେଉଛି , ତାହାକୁ ଲକ୍ଷ କରି ଆସନ୍ତା ୧୪ ତାରିଖ ରେ ପୂଜାର୍ଚ୍ଚନା କରାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ …

Read More »