Friday , March 31 2023

Recent Posts

ଯାନବାହାନ ତନଖି,୨୦ ହଜାର ଟଙ୍କା ଜୋରିମାନା ଆଦାୟ  

– ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶକୁ ପାଟକୁରା ପୋଲିସ୍ ନମାନି ଗାଡ଼ିର କାଗଜପତ୍ର , ଡ଼୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଂଚ କରି ଜୋରିମାନା କରୁଥିବା ଅଭିଯୋଗ ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ଥାନା ପୁଲିସ ପକ୍ଷରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ମୋଟର ଯାନ ଆଇନ କୁ କଡାକଡି ଭାବରେ ଲାଗୁ କରାଯାଇ ବିଭିନ୍ନ ସମୟରେ ପ୍ରମୁଖ ରାସ୍ତାଘାଟରେ ଯାନ ବାହାନ ତନଖି କରାଯାଉଛି । ଏହି ପରିପ୍ରେକ୍ଷିରେ ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ …

Read More »

    ରୋରା   ମଦ ଜବତ , ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

  ଗରଦପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଚୋରାରେ ମଦ ନେଇ ଯାଉଥିବା ଜଣେ ରୋରା ମଦ ବ୍ୟବବସାୟୀଙ୍କୁ ପାଟକୁରା ପୁଲିସ ଗିରଫ କରିବା ସହିତ ମଦ ଓ ବ୍ୟବହୃତ ବାଇକ୍କୁ ଜବତ କରିଛି । ପୁଲିସ ସୂତ୍୍ରରୁ ପ୍ରକାଶ ଯେ,ପାଟକୁରା ଥାନା ଅନ୍ତର୍ଗତ  କରିଲୋପାଟଣା ଗ୍ରାମର ଯିତେନ୍ଦ୍ର  ସାମନ୍ତରାୟ (୩୬)ଗତ କାଲି ରାତି  ପ୍ରାୟ ୮ଟା ସମୟରେ କୋରୁଆ ଠାରୁ ଏକ ବାଇକ୍ ସାହାଯ୍ୟରେ ମଦ ଭର୍ତି କରି ନେଇ ନିଜ ଗାଁକୁ ଯାଉଥିବାବେଳେ,ନଗରୀପଡା ଛକ ନିକଟରେ କୋରୁଆ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏ …

Read More »

ଗରାପୁର କୋଠିଛକ ଠାରୁ କାଳିମନ୍ଦିର ରାସ୍ତାକଡରେ ବୃକ୍ଷରୋପଣ

କେନ୍ଦ୍ରାପଡା,୧୫/୦୯/୨୦୧୯(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ,କେନ୍ଦ୍ରାପଡା ପୈାରପାଳିକା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗରାପୁର ଡାକବଙ୍ଗଳା ଛକରେ ଡିଏଭି ପବ୍ଲିକ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ଦାଶଙ୍କ ପୈାରହିତ୍ୟରେ ଜଳଶକ୍ତି ଅଭିଯାନରେ ଗଣ ବୃକ୍ଷରୋପଣ ନିମନ୍ତେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷା ଓ ଜଳ ସଂରକ୍ଷଣ ନିମନ୍ତେ …

Read More »