Sunday , January 29 2023
Breaking News

Recent Posts

ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର

ପାଟକୁରା, ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ମିଶନ ଶକ୍ତି ଓ ୱାର୍ଲ୍ଡ ଫିସ ସହଯୋଗରେ ଆଜି ଗରଦପୁର ବ୍ଲକ୍ ରେ ମତ୍ସ୍ୟ ଚାଷ ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବ୍ଲକ୍ ଆତ୍ମା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶିବିରକୁ  କେନ୍ଦ୍ରାପଡ଼ା ଜିଲା ସହକାରୀ ମତ୍ସ୍ୟ ଅଧିକାରୀ ଦିଲିପ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଶିବିରରେ  ଜିଲା ମତ୍ସ୍ୟ ଅଧିକାରିଣି ମମତା ମୟୀ ମହାପାତ୍ର , ପ୍ରଶିକ୍ଷକ ସୌରଭ ବିଶ୍ୱାଳ,  ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି,  ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ରବିନ୍ଦ୍ର ସାହୁ …

Read More »

 ମହିଳା ସୁପରଭାଇଜର ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ

ପାଟକୁରା ୦୮/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟର ଜଣେ କାର୍ଯ୍ୟରତ ମହିଳା ସୁପରଭାଇଜରକୁ ଆଜି ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ କରାଯାଇଛି । ଜଣେ ଅଙ୍ଗନୱାଡି କର୍ମୀଙ୍କ ଠାରୁ କାଗଜ ପତ୍ର କରାଇ ଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ କେନ୍ଦ୍ରାପଡା ଭିଜିଲାନସ୍ ବିଭାଗ ପକ୍ଷରୁ ସୁପରଭାଇଜରଙ୍କୁ ଟ୍ରାପ୍ କରାଯାଇଛି । ଭିଜିଲାନସ୍ ବିଭାଗ ଦ୍ୱାରା ଟ୍ରାପ୍ ହୋଇଥିବା ମହିଳା ସୁପରଭାଇଜର ଙ୍କ ନାମ କବିତା ବେହେରା । ଭିଜିଲାନସ୍ ଟିମ୍ ସୁପରଭାଇଜରଙ୍କ ଠାରୁ ୫ହଜାର …

Read More »

ଓମଫେଡ଼ ପରି ଲାଭ ଦାୟକ ସଂସ୍ଥାକୁ ବଦନାମ କରିବା ପାଇଁ ଚକ୍ରାନ୍ତ , ଦୁଗ୍ଧ ଚାଷୀଙ୍କ ବୈଠକ

ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ଗୋରଖନାଥ ପିଠ ପରିସରରେ ସ୍ଥାନୀୟ ଦୁଗ୍ଧ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚାଷୀମାନେ ଓମଫେଡ଼ ଭଳି ଏକ ଲାଭଦାୟକ ସଂସ୍ଥାକୁ ବଦନାମ କରାଯାଉଥିବା ସମ୍ପର୍କରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  କେନ୍ଦ୍ରାପଡ଼ାର  ଜନୈକ ଅଧିକାରୀ ଦାନାରେ ହେରଫେର କରି ଜିଏମ କଟକ ଦୁଗ୍ଧ ସଂଘ ପକ୍ଷରୁ ନିଲମ୍ବିତ ହୋଇଥିବା ଓ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଥିବା ସମ୍ପର୍କରେ  ଚାଷୀ ମୁରଲୀଧର ଦାସ ପ୍ରକାଶ କରିଥିଲେ । …

Read More »