Friday , March 31 2023

Recent Posts

ଜିଲ୍ଲାପାଳଙ୍କ ଏକାଉଂଟକୁ ଫେରିଲା ଲୁଟ୍ ୬୦ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)- ଅନୁଗୋଳ ଜିଲ୍ଲାପାଳଙ୍କର ବ୍ୟାଙ୍କ ଏକାଉଂଟରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ ଏଚଡିଏଫସି ବ୍ୟାଙ୍କ ଅନୁଗୋଳ ଶାଖାର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କୁ ଅନୁଗୋଳ ପୋଲିସ ଗିରଫ କରିଛି । ଜିଲ୍ଲାପାଳ ମନୋଜ ମହାନ୍ତିଙ୍କ ସୂଚନା ଅନୁସାରେ, ୨୦୧୭-୧୮ ରେ ତକ୍ରାଳୀନ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲ୍ କରାଯାଇ ତାଙ୍କ ଏଳାଉଂଟରୁ ୬୦ ଲକ୍ଷ ଟଙ୍କା ଉଠାଯାଇଥିଲା । ଏକ ଘରୋଇ କମ୍ପାନୀ ତା’ର ସିଏସଆର ପାଇଁ ଏହି ଟଙ୍କା ଜମା କରିଥିଲା । ୮ଟି ଚେକ୍ …

Read More »

ଜଗାର ହେବ ଖପୁରୀ ପ୍ରତିରୋପଣ, ଏବେ ଯାଇପାରିବନି ସ୍କୁଲ : ଆଇନ ମନ୍ତ୍ରୀ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଦିଲ୍ଲୀ ଏମସ୍ ରୁ ଫେରିବା ପରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଥିବା ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ତେବେ ଜଗା ବର୍ତମାନ ସ୍କୁଲ ଯାଇପାରିବ ନାହିଁ । ପ୍ରଥମେ ଜଗା ମୁଣ୍ଡରେ ଖପୁରୀ ପ୍ରତିରୋପଣ ହେବ ବୋଲି ରବିବାର ଏସସିବିରେ ଜଗା କାଳିଆଙ୍କୁ ଭେଟିବା ପରେ କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା । ରବିବାର ଦିନ ମନ୍ତ୍ରୀ ଶ୍ରୀ ଜେନା କଟକ ଏସସିବି ଯାଇ ଜଗା କାଳିଆର ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ ବୁଝିଥିଲେ ଜଗା ସୁସ୍ଥ …

Read More »

୩୦୦ ଗ୍ରାମ୍ ବ୍ରାଉନସୁଗାରଜବତ : ୩ ଗିରଫ

ବାଲେଶ୍ୱର, ୧୬/୦୯/୨୦୧୯(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡି ବ୍ରିଜ୍ମୁକେଶ୍ୱରଦ୍ୱାର ନିକଟରୁ ଗତକାଲିସହଦେବଖୁଂଟା ପୋଲିସ ୩୦୦ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ।ଜବତ ବ୍ରାଉନସୁଗାରର ଆନୁମାନିକମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏହିଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତଙ୍କ ନିକଟରୁ ୯ ଲକ୍ଷ ୪୪ହଜାର ଟଙ୍କା ଜବତ ହୋଇଛି । ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖୋର୍ଦ୍ଧା ଅଂଚଳର ହୋଇଥିବା ବେଳେ କିଙ୍ଗପିନ୍ କୁହାଯାଉଥିବା ହାଇଦରଅଲ୍ଲୀର ଘର ବାଲେଶ୍ୱର ସହଦେବଖୁଂଟା ଥାନା ଅନ୍ତର୍ଗତ ଅରଡ଼ ବଜାର ଅଂଚଳରେ ବୋଲି ଜିଲ୍ଲାଆରକ୍ଷୀ …

Read More »