Monday , June 5 2023
Breaking News

Recent Posts

ବିଷାକ୍ତ ମଦ ଆଣିପାରେ ବଡ଼ ବିପଦ

ନର୍ଲା, ୧୭/୦୫/୨୦୨୦ (ଓଡ଼ିଶା ସମାଚାର / ସୌମ୍ୟ ରଞ୍ଜନ ମହାରଣା)-ମହାମାରୀ କରୋନା ସଂକଟ ଯୋଗୁଁ ଦେଶ ଲକ ଡ଼ାଉନରେ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଥିବାବେଳେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ବିଦେଶୀ ଓ ଦେଶୀ ମଦ ଭାଟି ମଧ୍ୟ ସମ୍ପୂର୍ଣ ବନ୍ଦ ରଅଛି । ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଦେଶୀ ମଦରେ ସାଇକେଲ ଟ୍ୟୁବ ପ୍ୟାଚ ରେ ବ୍ୟବହାର କରାଯାଉଥିବା ସଲ୍ୟୁସନ , ୟୁରିଆ ସାର ଓ ନିଶା ଔଷଧର ଅପମିଶ୍ରଣ …

Read More »

ମୁକୁଳା ପଡ଼ିଛି ଷ୍ଟାଣ୍ଡ ପୋଷ୍ଟ ପାଣି ଟ୍ୟାପ୍ ,ଇଡ଼ି ଯାଉଛି ପାନୀୟ ଜଳ

ଗରଦପୁର, ୧୭/୦୫/୨୦୨୦ (ଓଡ଼ିଶା ସମାଚାର)-ଗ୍ରାମାଂଚଳର ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ସରକାର ଅନେକ ଗ୍ରାମଗୁଡିକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା  କରିଛନ୍ତି । ମାତ୍ର ପାଇପ୍ ଯୋଗେ କେତେକ ଗ୍ରାମଗୁଡିକୁ ଯୋଗାଣ କରାଯାଉଥିବା ପାନୀୟ ଜଳକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକ୍ ଠାକ୍ ଭାବରେ ରକ୍ଷଣା ବେକ୍ଷଣା କରାଯାଉ ନ ଥିବାରୁ ଅନେକେ ସ୍ଥାନରେ   ଷ୍ଟାଣ୍ଡ ପୋଷ୍ଟଗୁଡିକ ମୁକୁଳା ପଡିଛି ।  ପମ୍ପ ହାଉସ୍ର ମୋଟର ଚାଲୁ ହେବା  ପରେ, ମୁକୁଳା ପଡିଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ଅନବରତ …

Read More »

ଗରଦପୁର: ୧୯ସଙ୍ଗରୋଧ କେନ୍ଦ୍ରରେ ୭୮୧ ପ୍ରବାସୀ      

ଗରଦପୁର ୧୭/୦୫/୨୦୨୦ (ଓଡ଼ିଶା ସମାଚାର)-ବିଭିନ୍ନ ରାଜ୍ୟମାନଙ୍କରୁ ନିଜ ଘରକୁ ଫେରି ଆସୁଥିବା ପ୍ରବାସୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପଂଚାୟତର ବିଭିନ୍ନ ସ୍ଥାନମାନଙ୍କରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରମାନଙ୍କରେ ପ୍ରବାସୀମାନଙ୍କର ଗହଳି ରହିଥିବାର ଦେଖିବାକୁ ମିଳିଛି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଭଗବାନ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ଗତ କାଲି ଓ ଆଜି ମୋଟ ୪୨ଜଣ ପ୍ରବାସୀମାନେ ରହିଛନ୍ତି । ଏହି କେନ୍ଦ୍ରରେ ମୋଟ ୪୫ଜଣ ପ୍ରବାସୀମାନଙ୍କ ରହିବାର ବ୍ୟବସ୍ଥା କରାଯାଇଥିବାବେଳେ,ଏଠାରେ କଲିକତା ଓ ହାଇଦ୍ରାବାଦରୁ ଦୁଇଟି ପର୍ଯ୍ୟାୟରେ …

Read More »