Sunday , October 1 2023

Recent Posts

ଗାଡ଼ି ଡ଼ିକିରୁ ୨୦ ହଜାର ଟଙ୍କା ଚୋରୀ

ଗରଦପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ମାହାଳ ବଜାରରୁ ଏକ ବାଇକ ର ଡ଼ିକି ଭାଙ୍ଗି ୨୦ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୋଲିସ ସୂତ୍ରରୁ ମିଳିଥିବା ଅଭିଯୋଗରୁ ପ୍ରକାଶ ଯେ ସ୍ଥାନୀୟ ଜଇପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ୱାଇଁ ଆଜି ନିକଟସ୍ଥ ମାହାଳ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ସ୍କୁଲ ମଧ୍ୟାହ୍ନ ଭୋଜନ ଏକାଉଂଟରୁ ୨୫ ହଜାର ୪୮୦ ଟଙ୍କା ଉଠାଇଥିଲେ ।  ସେଥିରୁ ୨୦ ହଜାର ଟଙ୍କା …

Read More »

ଧାନ ନେବା ଦାବି କରି ସମିତି ସମ୍ମୁଖରେ ଦ୍ୱିତୀୟ ବାର ଅନଶନରେ ବସିଲେ ଚାଷୀ: ଦୁଇ ଦିନ ମଧ୍ୟରେ ଧାନ କିଣା ଯିବାକୁ ପ୍ରସ୍ତାବ 

ରଘୁନାଥପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)- ଶହ ଶହ ଚାଷୀ ଟୋକନ ପାଇ ମାସ ମାସ ଧରି ଅପେକ୍ଷା କରିଥିଲେ ମଧ୍ୟ ରଘୁନାଥପୁର ବ୍ଲକର ମଣ୍ଡିମାନଙ୍କରେ ଧାନ କିଣିବା ପାଇଁ ଆଉ ଟାର୍ଗେଟ ନାହିଁ ବୋଲି କହି ଚାଷୀଙ୍କ ଠାରୁ ଧାନ ନେଉ ନାହାଁନ୍ତି । ଅନ୍ୟ ପକ୍ଷରେ ଆଜକୁ ତିନି ମାସ ଧରି ବିଭିନ୍ନ ମଣ୍ଡରେ ବେପାରି ମାନଙ୍କ ଠାରୁ ମୋଟା ଅଙ୍କର ଉତ୍କୋଚ ନେଇ ସେମାନଙ୍କ ଠାରୁ ଶହ ଶହ କୁଇଂଟାଲ ଧାନ ମଣ୍ଡିରେ କିଣୁଥିବା ବେଳେ ପ୍ରକୃତ ଛାଷୀଙ୍କ ଠାରୁ ଧାନ ଏ …

Read More »

ଚିକିଣିଆ ସରପଂଚ ସମ୍ବର୍ଦ୍ଧିତ 

ରଘୁନାଥପୁର, ୦୯/୦୩/୨୦୨୧(ଓଡ଼ିଶା ସମାଚାର)-ଆନ୍ତର୍ଜାତୀୟ ମହିଳା ଦିବସରେ କାଦମ୍ବିନୀ ଓ କୁନିକଥା ପକ୍ଷରୁ ଭୁବନେଶ୍ୱର କିଟ୍ ସଭାଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରଘୁନାଥପୁର ବ୍ଲକର ଚିକିଣିଆ ପଂଚାୟତର ସରପଂଚ ସର୍ମିଷ୍ଠା ସ୍ୱାଇଁଙ୍କୁ କନ୍ଧମାଳ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ ମାନପତ୍ର ଉତରୀୟ ଦେଇ  ସମ୍ବର୍ଦ୍ଧିତ କରିଥିଲେ । ସରପଂଚ ଶ୍ରୀମତୀ ସ୍ୱାଇଁ ତାଙ୍କ ପଂଚାୟତରେ ବହୁ ଉନ୍ନୟନ ମୂଳକ ଓ ଜନହିତକରକ କାର୍ଯ୍ୟ କରିଥିବାରୁ ତାଙ୍କୁ କାଦମ୍ବନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ଓଡ଼ିଶା ସମାଚାର

Read More »