Sunday , March 26 2023
Breaking News

Recent Posts

ବେଦାନ୍ତ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ

କମ୍ପାନି ବିଫେସା,ସ୍ପେନ, ପ୍ରେପରଜି ଏବଂ ଇଟାଲି ଇତ୍ୟାଦିଙ୍କ ଦ୍ୱାରା ଆଦୃତ ବିଶ୍ୱସ୍ତରିୟ ଜ୍ଞାନ କୌଶଳ ର ବ୍ୟବହାର କରିଛି ଏବଂ ଯାହାଦ୍ୱରା ଭାରତୀୟ ଅଟୋ ଶିଳ୍ପ କୁ ଏକ ନୂତନ ଉତ୍ପାଦକ ମିଳିପାରିଛି । ଭାରତରେ ପ୍ରଥମ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଘରୋଇ ବଜାରରେ ପିଏଫଏ ଅଟୋମୋବାଇଲ୍ ଶିଳ୍ପକୁ ଯୋଗାଇବ ।  ଭୁବନେଶ୍ୱର ୧୪/୦୯/୨୦୧୯(ଓଡ଼ିଶା ସମାଚାର)- ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ୫୯ତମ ୨୦୧୯ ସିଆମ୍ ବାର୍ଷିକ ସମ୍ମିଳନୀରେ ପ୍ରାଇମେରୀ ଫାଉଣ୍ଡରୀ ଆଲଏ(ପିଏଫଏ)ର ପ୍ରଦର୍ଶନ କରାଯାଇଛି । ପ୍ରଥମ ଆଲୁମିନିୟମ ଉପôାଦକ ଭାବେ ଘରୋ …

Read More »

ସଂକ୍ଷେପରେ ତାଜା ଖବର : ପତ୍ନୀହନ୍ତାକାରୀ କଏଦୀର ହୃଦାଘାତରେ ମୃତ୍ୟୁ

ଗଂଜାମ ୧୪/୦୯/୨୦୧୯(ଓଡ଼ିଶା ସମାଚାର)- ଗଂଜାମ ଜିଲା ମଣ୍ଡଳ କାରାଗାରରେ ଜଣେ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ହିଂଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଡ଼େରା ସାହିର ନକୁଳ ସାହୁ(୩୫) ପତ୍ନୀ ହତ୍ୟା ମାଲାରେ ଅଭିଯୁକ୍ତ ଥାଇ ମଣ୍ଡଳକାରାଗାରରେ କଏଦୀ ଭାବରେ ୨୯୧୪ ମସିହାରୁ ଥିଲେ । ଶନିବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲ ରେ ଭର୍ତି କରାଯାଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ମୃତ ଦେହ …

Read More »

ପ୍ରତିଶୃତି ରେ ରହିଲା ବିଲହାଟ ପୋଲିସ୍ ଫାଣ୍ଡି

ତାରପୁର,୧୪/୦୯/୨୦୧୯(ଓଡ଼ିଶା ସମାଚାର)- କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଅବସ୍ଥିତ ବିଲହାଟ ବଜାର ଟି ସ୍ଥାନୀୟ ଅଂଚଳର ଏକ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଅଟେ । ଅତିତରେ ସ୍ଥାନୀୟ ବଜାରରେ ଥିବା ସୁନା ଗହଣା ହୋକାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ରବସାୟ ପ୍ରତିଷ୍ଠାନରୁ ଛୋଟ ବଡ଼ ଚୋରୀ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଗତ ୨୦୧୮ ମସିହା ଅକ୍ଟୋବର ୬ ତାରିଖରେ  ବିଲହାଟ ଦେବୀ ମଣ୍ଡପ ସମ୍ମୁଖରେ ପୁଲିସ୍ ପ୍ରଶାସନ ପକ୍ଷରୁ ଏକ ସୁରକ୍ଷା ସମ୍ପର୍କିତ ଆଲୋଚନାଚକ୍ର …

Read More »