Sunday , October 1 2023

Recent Posts

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବି

କନ୍ଧମାଳ, ୧୩/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫,୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ‌ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦,୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। …

Read More »

ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗୁଣାତ୍ମକ ମାନର ଧାନ ବିହନ ଉତ୍ପାଦନ ପାଇଁ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡ଼ା,୧୩/୦୩/୨୦୨୧(ଓଡ଼ିଶା ସମାଚାର)-କଟକର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଇ.ସି.ଏ.ଆର. ବିହନ ପ୍ରକଳ୍ପ(କୃଷିକ୍ଷେତ୍ରରେ ବିହନ ଉତ୍ପାଦନ)ର ସହାୟତାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତର କୋରୁଆ ଗ୍ରାମର ଶ୍ୟାମବାବା ମଠ ପରିସରରେ ଗୁଣାତ୍ମକ ମାନର ଧାନବିହନ ଉତ୍ପାଦନ ସମ୍ପର୍କରେ କୃଷକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡଃ. ଭାଷ୍କରଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ପ୍ରଶିକ୍ଷଣ ଶିବିରରେ ଗୁଣାତ୍ମକ ମାନର ଧାନବିହନ ଉତ୍ପାଦନ ପାଇଁ ୩ଶହରୁ ଉଦ୍ଧ୍ୱର୍ …

Read More »

ଜିଲ୍ଲା ସ୍ତରୀୟ ମିଶନଶକ୍ତି ବିଭାଗର ସମୀକ୍ଷା ବୈଠକ

ମିଶନଶକ୍ତି ମହିଳାଙ୍କ ସ୍ୱୟଂସମ୍ପୂର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ନେବ- କମିଶନର କେନ୍ଦ୍ରାପଡା, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ମିଶନଶକ୍ତିକୁ ଏକ ନୂତନ ବିଭାଗରେ ପରିଣତ କରାଯାଇଛି । ପୂର୍ବରୁ ଥିବା ଓ.ଏଲ.ଏମ., ଏନ.ୟୁ.ଏଲ.ଏମ. ଓ ମିଶନଶକ୍ତିକୁ ମିଶାଇ ନୂତନ ଭାବେ ମିଶନଶକ୍ତି ବିଭାଗ ଗଠନ କରାଯାଇଛି । ମହିଳାମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମକୁ ସୁସଂଗଠିତ ଭାବରେ କାର୍ଯ୍ୟକାରୀ କରାଯିବା ସହ ମିଶନଶକ୍ତି ବିଭାଗ ମହିଳାଙ୍କ ସ୍ୱୟଂସମ୍ପର୍ଣ୍ଣତା ଓ ବିକାଶ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନୁଷ୍ଠିତ ମିଶନଶକ୍ତିର …

Read More »