Sunday , October 1 2023

Recent Posts

ବିନା ପରୀକ୍ଷା ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପ୍ରମୋସନ୍ ଓ ଏପ୍ରିଲ ପରିବେର୍ତ ଜୁନ୍ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ

ଭୁବନେଶ୍ୱର, ୧୩/୦୩/୨୦୨୧(ଓଡ଼ିଶା ସମାଚାର)- ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀଙ୍କୁ କ୍ଲାସ୍ ପ୍ରମୋସନ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ଏହି ପିଲାଙ୍କର ଆଉ କ୍ଲାସ୍ ହେବ ନାହିଁ। ସେ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ …

Read More »

 ସମସ୍ତ ସରକାରୀ ସୁବିଧାରୁ ବଂଚିତ   କେଳାସାହି ଲୋକ 

ରଘୁନାଥପୁର,୧୩/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ ବହୁ ଜନକଲ୍ୟାଣ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ମାତ୍ର କେତେକ ସରକାରୀ କର୍ମଚାରଙ୍କର ବୈମାତୃକ ମନୋଭାବଯୋଗୁ ସମସ୍ତ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀମାନଙ୍କ ନିକଟରେ ପହଂଚି ପାରୁନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ପଂଚାୟତର ବେରାମପୁର କେଳାସାହି ଅଧିବାସୀ । ପ୍ରକାଶ ଥାଉକି, ଏହି ବେରାମପୁର କେଳାସାହିରେ ଆଜକୁ ୫୫ ବର୍ଷ ହେଲା ଅନେକ ଗରିବ ହରିଜନ କେଳା ପରିବାର ସେଠାରେ ସରକାରୀ …

Read More »

ବାଲେଶ୍ୱରରେ ଗୁଳି ଫୁଟିଛି – ବ୍ୟବସାୟୀ ଗୁରୁତର ଆହତ

ବାଲେଶ୍ୱର,୧୩/୦୩/୨୦୨୧(ଓଡ଼ିଶା ସମାଚାର)- ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ନିକଟରେ ଥିବା ଏକ ଆପାର୍ଟମେଂଟରେ ଏକ  ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ବିବାଦରୁ ଗୁଳି ଫୁଟିଛି  । ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଆହତ ହୋଇଛନ୍ତି। ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ପ୍ରଫେସର ବୋଲି ଜଣାପଡ଼ିଛି। ଗୁଳିମାଡ଼ରେ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଛି । ଗୁଳିମାଡ଼ରେ ଆହତ …

Read More »