Friday , June 9 2023

Recent Posts

ଆଉ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଆଜି ଆଉ ୪୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟର ମାଧ୍ୟମରେ ସୂଚନା ଦେଇଛି। ଆଜି ଅନୁଗୁଳରୁ ୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗୀରରୁ ୪୪ଜଣ, ଖୋର୍ଧାରୁ ୪୧ଜଣ, ସୁନ୍ଦରଗଡ଼ରୁ ୩୭ଜଣ, ମୟୁରଭଞ୍ଜରୁ ୩୫ଜଣ, କଟକରୁ ୨୪ଜଣ, ନୂଆପଡ଼ାରୁ ୨୪ଜଣ, ଜଗତସିଂହପୁରରୁ ୨୨ଜଣ, ଯାଜପୁରରୁ ୧୯ଜଣ, ପୁରୀରୁ ୧୯ଜଣ, ବାଲେଶ୍ବରରୁ ୧୪ଜଣ, କେନ୍ଦୁଝରରୁ ୧୪ଜଣ, ସମ୍ବଲପୁରରୁ ୧୪ଜଣ, କେନ୍ଦ୍ରାପଡ଼ାରୁ ୧୨ଜଣ, କୋରାପୁଟରୁ ୧୧ଜଣ, କଳାହାଣ୍ଡି ୮ଜଣ, ମାଲକାନଗିରିରୁ ୮ଜଣ, ଭଦ୍ରକରୁ …

Read More »

ଲିଙ୍ଗଭିତିକ ହିଂସାର ବିଲୋପ ହେବା ଜରୁରୀ

ଭୁବନେଶ୍ୱର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଆନ୍ତର୍ଜାତିକ ମାନବିକ ଅଧିକାର ଦିବସ ଓ ୧୬ ଦିବସୀୟ ଲିଙ୍ଗଭିତିକ ହିଂସା ବିରୋଧୀ କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ଅତିଥିମାନେ ଲିଙ୍ଗଭିତିକ ହିଂସାର ବିଲୋପ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ମହିଳା ଓ ଯୁବତୀ ମାନଙ୍କୁ ଅଧିକ ସଂଗଠିତ ହେବା ସହ ସ୍ୱର ଉତୋଳନ କରିବାକୁ ପଡିବ ବୋଲି ସିସିଡବ୍ଲୁଡି ଓ ଆକ୍ସନ୍ ଏଡ୍ ତରଫରୁ ଆୟୋଜିତ ଲିଙ୍ଗଭିତିକ ହିଂସାର ବିଲୋପ ସଂପର୍କୀତ ମାନବ ଶୃଙ୍ଖଳ ଓ ଚିତ୍ରାଙ୍କନ ପ୍ରଦର୍ଶନୀ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା । ସ୍ଥାନୀୟ …

Read More »

ବରଯାତ୍ରୀ ଯାଇ ପୁଅ ନ ଫେରିବାରୁ ଥାନାରେ ଅଭିଯୋଗ

ନିରାକାରପୁର, ୧୦/୧୨/୨୦୨୦ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଡ଼ିଆ ଗ୍ରାମର ଜଣେ ଯୁବକ ବରଯାତ୍ରୀ ଯାଇ ଘରକୁ ନ ଫେରିବାରୁ ଜଙ୍କିଆ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କି ଡ଼ିଆ ଗ୍ରାମର ତ୍ରିନାଥ ବାରିକଙ୍କ ମଝିଆ ପୁତ୍ରର ଜଙ୍କିଆ ଥାନା ରମାବିଲି ଗ୍ରାମକୁ ୯ ତାରିଖ ବୁଧବାର ବାହଘର ଆସିଥିଲା । ବର ସହିତ ଡ଼ିଆ ଗ୍ରାମର କିଛି ଲୋକଙ୍କ ସହ ଡ଼ିଆ କେଦାର ସାହୁଙ୍କ ପୁତ୍ର ବିକାଶ ସାହୁ (୨୯) ମଧ୍ୟ ବରଯାତ୍ରୀଭାବେ ରମାବିଲି ଯାଇଥିଲା । …

Read More »