Monday , June 5 2023
Breaking News

Recent Posts

ଏମିତିବି ମୃତ୍ୟୁ ଆସେ

ଗରଦପୁର, ୦୬/୧୨/୨୦୨୦ (ଓଡ଼ିଶା ସମାଚାର)-  ଗୀତା  ଭାଗବତ ଓ କୀର୍ତନ ଆସରରେ ଯୋଗଦେଇ ଘରେ ରାତି୍ର ଭୋଜନ ଖାଉଥିବାବେଳେ ତଂଟିରେ ଖାଦ୍ୟ ଲାଗିଯିବାରୁ ସେଥିରେ ଅଣନିଶ୍ୱାସୀ ହୋଇ ବେଡ଼ାରୀ ଗ୍ରାମର ଗନ୍ଧର୍ବ ମହାରଣାଙ୍କ ଗତକାଲି ରାତିରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଚଳଚଂଚଳ ଥିଲେ । ନିଜ କାମ ନିଯେ କରିବା ସହିତ ବିଲ ବାଡ଼ି କାର୍ଯ୍ୟ ବୁଝୁଥିଲେ । ଆର୍ଥିକ ଦୃଷ୍ଟିରୁ ଗରୀବ ଥିଲେ ବି ନିଜର ସଚୋଟତା ଓ …

Read More »

ସର୍ଵ ପୂରାତନ ରାଇସୁଙ୍ଗୁଡ଼ା   ଡାକ୍ତରଖାନା ରେ ରୋଗୀ ସେଵା ବିପର୍ଯ୍ୟସ୍ତ 

 ସାଲେପୁର,୦୬/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା) ସାଲେପୁର ବ୍ଳକ ରାଇସୁଙ୍ଗୁଡା ଠାରେ ବହୁ  ବର୍ଷର ଡାକ୍ତରଖାନା ଏବେ ରୋଗୀ ସେବାରେ ଅସମର୍ଥ। ଏହି ଡାକ୍ତରଖାନା ଏକଶତ ବର୍ଷ ପୂର୍ବେ ସ୍ଥାପିତ ହୋଇଥିଲା ଏହି ଡାକ୍ତରଖାନା ଉପରେ ସାତରୁ ଦଶ ଟି ପଞ୍ଚାୟତ ର ଲୋକ ମାନେ ନିର୍ଭର କରୁଥିବା ବେଳେ କରୋନା ମହାମାରୀ ସମୟରେ ଡ଼ାକ୍ତରଖାନାରେ ଡାକ୍ତର ରହୁନାହାନ୍ତି ଷ୍ଟାଫ୍ ନର୍ସଙ୍କ ଦ୍ଵାରା ସ୍ଵାସ୍ଥ୍ୟ ସେବା ଚାଲିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଡାକ୍ତରଖାନାରେ ବିଭିନ୍ନ ରୋଗର ଔଷଧ ନଥିବା  …

Read More »

ଏବିଭିପି ତରଫରୁ ଡଃ ଆମ୍ବେଦକର ଙ୍କ ମହାପ୍ରୟାଣ ଦିବସ ପାଳିତ

ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର)- ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ଶାଖା ତରଫରୁ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକର ଙ୍କ ୬୪ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ନଗର ସହ ସମ୍ପାଦକ ଜଗବନ୍ଧୁ ସାହୁ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୩ ନମ୍ବର ୱାର୍ଡ ସ୍ଥିତ ବନ୍ଦାଳ ଦଳିତବସ୍ତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭେଦଭାବ ଶୂନ୍ୟ ସମାଜ ଗଠନ କରିବା ସକାଶେ ତାଙ୍କର ଉଦ୍ୟମକୁ ସାକାର କରିବାକୁ ହେଲେ ସମସ୍ତଙ୍କର ସହଭାଗିତା ରହିବା ଦରକାର । ଏକ ବିକଶିତ ରାଷ୍ଟ୍ର ଗଠନ …

Read More »