Friday , June 9 2023

Recent Posts

ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବିଡିଓ ଙ୍କୁ ଆପ୍ ର ଦାବିପତ୍ର ପ୍ରଦାନ ଭୁବନ ୧୧/୧୨/୨୦୨୦(ଓଡ଼ିଶା ସମାଚାର)-ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ଆପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ସୈନିକ ମହେଶ୍ୱର ମହାନ୍ତି ଙ୍କ ନେତୃତ୍ୱରେ ଭୁବନ ବସଷ୍ଟାଣ୍ଡ ଠାରେ ଜନସାଧାରଣଙ୍କୁ ବର୍ଦ୍ଧିତ ବିଦ୍ୟୁତ ବିଲ୍ ସଂପର୍କରେ ଅବଗତ କରାଇବା ସହ ଟାଟା ପାୱାର କମ୍ପାନୀ ଓଡିଶାରୁ ବିଦ୍ୟୁତ କିଣି ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ଦେଉଥିବା ବେଳେ ଓଡିଶାରେ କାହିଁକି …

Read More »

ଶ୍ୟାମ୍ ଷ୍ଟିଲ୍ ଇଣ୍ଡିଆର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ହେଲେ ସୋନୁ ସୁଦ୍

ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଙ୍କୁ ଏହାର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ଭାବେ ନିଯୁକ୍ତ କରାଯାଇଛି । ବିଶ୍ୱ ମହାମାରୀ ଯୋଗୁ ଜାରି ହୋଇଥିବା ଲକ ଡାଉନ୍ ଯୋଗୁ ବହୁ ଲୋକଙ୍କର ଆର୍ଥିକ ଅବସ୍ଥା ସଙ୍କଟ ଜନକ ହୋଇପଡ଼ିଥିବାବେଳେ କମ୍ପାନୀ ପକ୍ଷରୁ ସେମାନଙ୍କର ଜୀବନଜୀବିକା କ୍ଷେତ୍ରରେ ଧୀରେଧୀରେ ପଦକ୍ଷେପ ଗ୍ରହଣ କରାଯାଉଛି । କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାକୁ ସୋନୁ …

Read More »

ବୃଦ୍ଧଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା,୧୧/୧୨/୨୦୨୦(ଓଡ଼ିଶା ସମାଚାର)-ଜନୈକ ବୃଦ୍ଧଙ୍କୁ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ଭରତପୁର ପଂଚାୟତର ହରିଡାଦଣ୍ଡା ପଡା ଗ୍ରାମର ପ୍ରଫୁଲ୍ଲ ବାରିକ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ କୋର୍ଟରେ ଚାଲିଥିବା ଏକ ଜମିଜମା ମକ୍କଦ୍ଧମାରେ ତାଙ୍କର ଜିତାପଟ ହେବାକୁ ନେଇ ତାଙ୍କ ବାପା ୮୨ବର୍ଷର ବୃଦ୍ଧ ଶତୃଘନ ବାରିକଙ୍କୁ  ଗତ ୫ତାରିଖରେ ବସନ୍ତ ବାରିକଙ୍କ ସମେତ ୪ଜଣ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଭାବେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ …

Read More »