Friday , June 9 2023

Recent Posts

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ର ବିକାଶ ର ଚିତ୍ର…

କନ୍ଧମାଳ, ୧୦/୧୨/୨୦୨୦(ଓଡ଼ିଶା ସମାଚାର / କିଶୋର ସାହୁ)- ଆଜକୁ ଭାରତ ସ୍ୱଧିନ ହେବା ର ବହୁଦିନ ବିତିଯାଇଥିଲେ ମଧ୍ୟ ଫିରିଙ୍ଗିଆ ପଂଚାୟତ ର ଛଅ ନ ୱାଡ ର ନାହାଣଗାଁ ଗ୍ରାମ ବ୍ଲକ କାର୍ୟ୍ୟାଳୟ ରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ତିତ କିନ୍ତୁ ଆଜି ପର୍ୟ୍ୟନ୍ତ ରାସ୍ତା ଟିଏ ହୋଇ ପାରିନାହିଁ । ଏହି ଗ୍ରାମ ଦେଇ ଦମକଳ କେନ୍ଦ୍ର, ବିଦୂ୍ୟତ ବିଭାଗ କାର୍ୟ୍ୟାଳୟ, କାଳୀପୂଜା ସାହି, ତଳପଡା, ଭାଳୁରୁଗାଁ, ଡାଇସାରା, ତରଗାବାଲି ଏଇଭଳି ୨୦ରୁ ଅଧିକ ଗ୍ରାମ ବାସି ଏହି ରାସ୍ତା ଉପରେ …

Read More »

ଓଡ଼ିଶା ସରକାରଙ୍କ ଏମଏସପି ଦାବି ଅଭିନନ୍ଦନୀୟ

ଛତିଶଗଡ଼ ଭଳି ବୋନସ ଦିଅ,ଚାଷୀଙ୍କୁ କାଳିଆ ଟଙ୍କା ୧୦ ହଜାର ଦିଅ ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ସାରା ଭାରତରେ ଚାଷୀ ଆନ୍ଦୋଳନ ଚର୍ଚ୍ଚିତ ହୋଇଥିବା ବେଳେ ଓଡ଼ିଶା ସରକାର ଚାଷୀଙ୍କର କଳାକାନୁନ୍ ବିରୋଧୀ ଲଢେଇରେ ହଁ ନାଁ ନକହି ନୀରବ ରହି, ପରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବାକୁ କ୍ୟାବିନେଟରେ ସଂକଳ୍ପ କରିବା ଅଭିନନ୍ଦନୀୟ । କିନ୍ତୁ ଏଭଳି ପ୍ରସ୍ତାବ ପଛରେ ଆନ୍ତରିକତା ନରହିବା ଏବଂ ଏହି ଦାବି କାର୍ଯ୍ୟକାରୀ ପାଇଁ ବିଗତ ଦିନରେ ରାଜ୍ୟ ସରକାର ଉଦ୍ୟମ ନ …

Read More »

ଜିଲା ଯୁବ ବିଜେଡି ଉପସଭାପତି ହେଲେ ମହେନ୍ଦ୍ର

କେନ୍ଦ୍ରାପଡ଼ା, ୧୧/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡିର ନୂତନ ଉପସଭାପତି ଭାବେ ମହେନ୍ଦ୍ର କୁମାର ମିଶ୍ରଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ରାଜ୍ୟ ଯୁବ ବିଜେଡିର ସମ୍ପାଦକ ଥିବା ଶ୍ରୀ ମିଶ୍ର କଲେଜ ଜୀବନରୁ ଛାତ୍ର ରାଜନୀତି ସହ ସଂପୃକ୍ତ ରହିଆସିଛନ୍ତି । ସେ ଜଣେ ସମାଜସେବୀ ଓ ସୁସଂଗଠକ ଭାବେ ସାଧାରଣରେ ବେଶ ପରିଚିତ । ଶ୍ରୀ ମିଶ୍ରଙ୍କୁ ଏହି ଦାୟୀତ୍ୱ ମିଳିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ନିଯୁକ୍ତି ପାଇଁ ମହେନ୍ଦ୍ର ମୁଖ୍ୟମନ୍ତ୍ରୀ …

Read More »