Sunday , October 1 2023

Recent Posts

ଓଡ଼ିଶା ର ଯାତ୍ରିବାହୀ ବସ ଆନ୍ଧ୍ର ରେ ଦୁର୍ଘଟଣାଗ୍ରସ୍ତ୍ – ଜଣେ ମୃତ- ୫ ଗୁରୁତର ଆହତ

ନବରଙ୍ଗପୁର,୧୫/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନେଶ୍ୱରରୁ ନବରଙ୍ଗପୁର ଆସୁଥିବା ତ୍ରିପାଠୀ ନାମକ ଏକ ଯାତ୍ରୀବାହୀ ବସ୍ ଆନ୍ଧ୍ରର ଷୋମପେଟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ତ୍ରିପାଠୀ ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ନବରଙ୍ଗପୁର ଆସୁଥିଲା । କିନ୍ତୁ ଆନ୍ଧ୍ରର ଷୋମପଟୋ ନିକଟରେ ଜାତୀୟ ରାଜପଥରେ ଏକ ଟ୍ରକକୁ ପଛ ପିଟି …

Read More »

୮ କୋଟି ଟଙ୍କାରେ କୃଷ୍ଣପୁର ଠାରୁ ଯମୁନାକୋଟ ରାସ୍ତାର ଶିଳାନ୍ୟାସ

ଭୁବନ ୧୪/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଦୟଣାବିଲି ଗ୍ରାମ ପଂଚାୟତର କୃଷ୍ଣପୁର ଠାରୁ ଯମୁନାକୋଟ ୧୫ କିମି ରାସ୍ତା ନିର୍ମାଣ ସକାଶେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଶିଳାନ୍ୟାସ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସାଂସଦ ମହେଶ ସାହୁ ,ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଇଂ ଦେବେନ୍ଦ୍ର ପଟ୍ଟନାୟକ,ସହକାରୀ ଯନ୍ତ୍ରୀ ଇଂ …

Read More »

କୁନିନ୍ଦା ଗ୍ରାମରେ ମଦ ମୁକ୍ତ ଅଭିଯାନ

ଭୁବନ,୧୪/୦୩/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ଗ୍ରାମରେ ଇନ୍ଦିରା ମହିଳା ସମିତି ଓ ବାପୁଜୀ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଆଜି ମଦମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଅଲେଖ ପ୍ରସାଦ ଦାସ ଓ ନନ୍ଦିନୀ ସାହୁ ଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ମହିଳା ହାତରେ ପ୍ଲାକାର୍ଡ ଧରି ମଦ ବିରୋଧି ସ୍ଲୋଗାନ ଦେଇ ଶିବମନ୍ଦିର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି କୁନିନ୍ଦା ଓ ରେନନ୍ଦାପଟଣା ଗ୍ରାମ ପରିକ୍ରମା କରିଥିଲେ । କୁନିନ୍ଦା ଗ୍ରାମରେ ବେଆଇନ ଭାବେ ଚୋରାରେ ପ୍ରାୟ ୧୦ ଟି ଦୋକାନରେ …

Read More »