Sunday , October 1 2023

Recent Posts

ଓଡ଼ିଶାରେ ଦୈନିକ ସଂଙ୍କ୍ରମଣ ସଂଖ୍ୟା ୩ ଅଙ୍କ ଧରିଲା

ଭୁବନେଶ୍ୱର, ୧୯/୦୩/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ ଏବେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆରମ୍ଭ ହେଲାଣି । ଗତକାଲି କଟକର ଏକ ଶିକ୍ଷାନୁଷ୍ଠାନରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ସେହି ଶିକ୍ଷାନୁଷ୍ଠାନରୁ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ଫଳରେ ସେହି ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୫ କୁ ବୃଦ୍ଧି ପାଇଥିବାବେଳେ ସେହି ଶିକ୍ଷାକୁଷ୍ଠାନକୁ ଅସ୍ଥାୟୀଭାବେ ୧୦ ଦିନ ପାଇଁ ଛୁଟି କରିଦିଆଯାଇଛି । ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ …

Read More »

ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ବାଲିଗୁଡା, ୧୮/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ  ବନ ବିଭାଗର ବଡ଼ ସଫଳତା । ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ଅପରାହ୍ନରେ ନିଆଁ ଲାଗିବା ଖବରପାଇ ତତକ୍ଷଣାତ୍ ବନବିଭାଗ ଫରେଷ୍ଟର ବିଷ୍ଣୁ ପ୍ରସାଦ ରଥ,ବନରକ୍ଷୀ ଅଜିତ୍ କୁମାର ଗଣ୍ଡାଙ୍କ ଫାୟାର ଟିମ୍ ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ …

Read More »

ସ୍ମଶାନରେ ଦିଆଯାଇଥିବା ପଟ୍ଟାକୁ ବିରୋଧ କରି ଜିଲ୍ଲା ଦଳିତ ବିକାଶ ପରିଷଦର ଦାବିପତ୍ର 

ତାରପୁର, ୧୮/୦୩/୨୦୨୧(ଓଡ଼ିଶା ସମାଚାର)- ତରିକୁନ୍ଦ ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟର ଅଧିନରେ ଥିବା ଜଇଶୋଳ ଗ୍ରାମରେ ଥିବା ଶ୍ମସାନ ମଝିରେ ଦଳିତ ପରିବାରକୁ ବସୁନ୍ଧରା ଯୋଜନାରେ  ଟୁନିଦେଇ, ସୁଦାମ ଭୋଇ, ଗୋପାଳ ଭୋଇ ଙ୍କୁ ଦିଆଯାଇ ଅଛି । ଶ୍ମସାନ ଜମିକୁ ଉକ୍ତ ୩ଜଣ ଦଳିତ ପରିବାକୁ ବସୁନ୍ଧରା ଯୋଜନାରେ ପଟ୍ଟା ନିୟମ ବିରୋଧ ଅଟେ । ତୁରନ୍ତ ଏହି ପଟ୍ଟାକୁ ବାତିଲ କରି ଅନ୍ୟତ୍ର ବାସ ଉପଯୋଗୀ ଉପଯୁକ୍ତ ଜାଗାକୁ ବସୁନ୍ଧରା ଯୋଜନାରେ ଦେବାକୁ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଏକ …

Read More »