Sunday , October 1 2023

Recent Posts

ଆଦର୍ଶ କୃଷକ ଯୋଗେନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି ସଭା

କେନ୍ଦ୍ରାପଡା,୧୯/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର  ଗ୍ରାମର ଆଦର୍ଶ କୃଷକ ଯୋଗେନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ତାଙ୍କ ଜଗନ୍ନାଥପୁର  ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବୈଷ୍ଣବ ଚରଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ସି.ପି.ଆଇ ର ଜିଲ୍ଲା ସାଧାରଣ ସମ୍ପାଦକ ରମଣି ରଂଜନ ରାଉତରାୟ, ଅଧ୍ୟପକ ଅଜୟ ସାମଲ, ଆଦିକନ୍ଦ ରାଉଳ , ସୁବୁଦ୍ଧି ଚରଣ ସାହୁ , ବସନ୍ତ କୁମାର ବରାଳ, ଅନାଦି ନାୟକ, ରାଜକିଶୋର ମହାନ୍ତି , ପ୍ରେମାନନ୍ଦ …

Read More »

ଶ୍ବାସରୁଦ୍ଧ ହୋଇ   ୨  ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୯/୦୩/୨୦୨୧(ଓଡ଼ିଶା ସମାଚାର)-ସ୍ବରେଜ ଟାଙ୍କି ସଫା କଲା ବେଳେ ଏକ ଅଭାବନୀୟ ଘଟଣା  ଘଟିଛି । ଭୁବନେଶ୍ବରସ୍ଥିତ ବଡଗଡ ଥାନା ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଶ୍ବାସରୁଦ୍ଧ ହୋଇ ଟାଙ୍କି ଭିତରେ ୨ ଜଣ  ଶ୍ରମିକଙ୍କର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ଭୁବନେଶ୍ବର ବଡଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବର ପାଟଣା ଅଞ୍ଚଳରେ ସ୍ବରେଜ ଟାଙ୍କି ସଫା କଲା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୨ ଜଣ  ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ …

Read More »

କିଶନନଗର ବିଶ୍ୱାଳପଡାସ୍ଥିତ ଶୀତଳଭଣ୍ଡାର ରୁ ଗ୍ୟାସଲିକ :ଲୋକେ ଆତଙ୍କିତ

କିଶନନଗର,୧୯/୩/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – କିଶନନଗର ବିଶ୍ଵାଳପଡ଼ା ଶୀତଳ ଭଣ୍ଡାର ରୁ ଗ୍ୟାସ୍ ଲିକ ଯୋଗୁ ଲୋକେ ଭୟଭୀତ  ହୋଇପଡ଼ିଛନ୍ତି ।  ଗ୍ୟାସ୍ କୁ ଆୟତ କରିବା ପାଇଁ ୫ ଗୋଟି ଦମକଳ ଗାଡ଼ି ସହ କିଶନନଗର ପୋଲିସ ଉପସ୍ଥିତ ଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ଏପରି ଅନେକ ବାର ଗ୍ୟାସ ଲିକ ହୋଇ  ବିଭିନ୍ନ ସମସ୍ୟା ର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅନେକ ଥର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ  …

Read More »