Sunday , October 1 2023

Recent Posts

ର ଠ ରେ ଚାଲିଛି ଜଳସମ୍ପଦ ବିଭାଗର ପଥର ପ୍ୟାକିଙ୍ଗ କାମ

ତାରପୁର, ୨୧/୦୩/୨୦୨୧(ଓଡ଼ିଶା ସମାଚାର)-ମହାନଦୀ ସାଉଥ ଜଳସମ୍ପଦ ବିଭାଗ କୀଶନନଗର ସବଡ଼ିଭିଜନ କୂଳସାହି କନିଷ୍ଠଯନ୍ତ୍ରୀ ଅଧିନରେ ଥିବା ତାରପୁର ମହାଦେବ ମନ୍ଦିର ନିକଟରେ ମହାନଦୀରେ ଚାଲିଛି ପଥର ପ୍ୟାକିଙ୍ଗ କାର୍ଯ୍ୟ । କୂଳସାହି କନିଷ୍ଠ ହନ୍ତ୍ରୀ ପ୍ରମୋଦ କୁମାର ବେହେରାଙ୍କ ସୂଚନା ଅନୁଯାୟୀ ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏଠାରେ ୧୨୦ ମିଟର ପଥର ପ୍ୟାକିଙ୍ଗ କାର୍ଯ୍ୟ କରାଯାଉଛି । ପ୍ରତ୍ୟେକ ବର୍ଷ ନଦୀରେ ବନ୍ୟାପାଣି ପ୍ରବାହିତ ହେଲେ ତାରପୁର ପଂଚାୟତର ମହାନଦୀ ପୋଲ ଠାରୁ ଖଣ୍ଡତରି ପର୍ଯ୍ୟନ୍ତ ୨ କିଲୋମିଟର ପର୍ଯ୍ୟନ୍ତ ନଦୀର …

Read More »

ବାଜିରାଉତ ସେତୁରେ ଅଧା ଜଳୁନି ଉଜ୍ଜ୍ୱଳ ରଙ୍ଗିନ ଆଲୋକ

ଭୁବନ ୨୧/୦୩/୨୦୨୧(ଓଡ଼ିଶା ସମାଚାର)- ଭୁବନ ରୁ ଢେଙ୍କାନାଳ କୁ ସଂଯୋଗ କରୁଥିବା ବାଜିରାଉତ ସେତୁରେ ଗତବର୍ଷ ଅକ୍ଷୟ ତୃତୀୟା ଅବସରରେ ବହୁ ପ୍ରତୀକ୍ଷିତ ଉଜ୍ଜ୍ୱଳ ଆଲୋକ ଲାଗିଥିଲା ବେଳେ ବର୍ଷେ ନହେଉଣୁ ସେଥିରୁ ଅଧା ଲାଇଟ ଖରାପ ହୋଇଗଲାଣି , ଜଳୁନାହିଁ । ୨୦୧୬ ଅପ୍ରେଲ ମାସରେ ସେତୁ ଉଦଘାଟନ ହେବା ପରଠାରୁ ଆଲୋକୀକରଣ ପାଇଁ ବହୁ ବାର ଦାବି ହୋଇ ଆସୁଥିଲା । ଗତ ତା୯.୩.୨୦୧୯ ରିଖରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର …

Read More »

ପାରାଦୀପରେ କୋଭିଡ୍ ଟୀକାକରଣ ପ୍ରକ୍ରିୟା

ବନ୍ଦର ଚିକିତ୍ସାଳୟରେ ୩,୬୩୭ଜଣ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୦୦ଜଣ ପାରାଦୀପ,୨୦/୦୩/୨୦୨୧(ଓଡ଼ିଶା ସମାଚାର)- ସଂପ୍ରତି ସାରା ରାଜ୍ୟରେ ସରକାରଙ୍କ ପକ୍ଷରୁ ସର୍ବସାଧାରଣଙ୍କୁ କୋଭିଡ୍ ପ୍ରତିରୋଧକ ଟୀକାକରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲ୍ଲାର ବନ୍ଦର ସହର ପାରାଦୀପରେ ପ୍ରଶାସନ ପକ୍ଷରୁ ବନ୍ଦର ଚିକିତ୍ସାଳୟ ଓ ଅଡରବାଙ୍କୀସ୍ଥିତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦୁଇଟି ସ୍ଥାନରେ ଟୀକାକରଣର ବ୍ୟବସ୍ଥା କରାଯାଉଛି । ପାରାଦୀପ ବନ୍ଦର ଚିକିତ୍ସାଳୟରେ ମାର୍ଚ୍ଚ ୧୯ତାରିଖ ସୁଦ୍ଧା ୩,୬୩୭ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଡୋଜ୍ ରେ ୧୦୮୩ଜଣ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ, …

Read More »