Sunday , October 1 2023

Recent Posts

କୃଷକ ଆନ୍ଦୋଳନକୁ ନିରାକାରପୁରରେ ସମର୍ଥନ : ଦୋକାନବଜାର ବନ୍ଦ

ନିରାକାରପୁର, ୨୭/୦୩/୨୦୨୧(ଓଡ଼ିଶା ସମାଚାର)-ଦେଶର ବିଭିନ୍ନ କୃଷକ ସଂଘର ସମ୍ମିଳୀତ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ  ୧୨ ଘଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦ୍ର ସରକାର କୃଷି ଆଇନକୁ ବିରୋଧ କରି ଚାଲି ଆସିଥିବା ଅନ୍ଦୋଳନକୁ ୪ ମାସ ପୂର୍ତି ଅବସରରେ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ଦୋକାନ, ବଜାର ବନ୍ଦ ସହିତ ସମସ୍ତ ସରକାରୀ,ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକ ବନ୍ଦ …

Read More »

ମାହାଙ୍ଗା ନଈଗୁଆଁ ରୁ ଝୁଲନ୍ତା ଶବ ଉଦ୍ଧାର,ତଦନ୍ତ କରୁଛି ପୋଲିସ

ମାହାଙ୍ଗା ୨୭/୦୩/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )ମାହାଙ୍ଗା ଥାନା ନଈଗୁଆଁ ଗାଁରୁ ଜନୈକା ନାବାଳିକା ନିଖୋଜ ହୋଇଯିବା ନେଇ ଭଦ୍ରେଶ୍ୱର ଫାଣ୍ଡିରେ ଅଭିଯୋଗ ହୋଇଥିଲା । ନିଖୋଜ ନାବାଳିକାର ବାପା ଅଶୋକ ନାୟକ ଝିଅକୁ ଉଦ୍ଧାର ପାଇଁ ଆଇନୀର ଦ୍ୱାରସ୍ଥ ହୋଇଥିବା ବେଳେ,ନିଖୋଜ ଝିଅର ଏକ ଫୋନ କଲକୁ ଆଧାର କରି ଫାଣ୍ଡି ପୋଲିସ ସେହି ଗାଁର କଳାକାର ସାହୁଙ୍କ ନାବାଳିକା ଝିଅ ପାଖରେ ପହଂଚି ଥିଲା । ପୋଲିସ ଉଭୟ ବାପ ଝିଅଙ୍କୁ ପଚରା ଉଚରା ସହ ଅଧିକ ତଦନ୍ତ ପାଇଁ …

Read More »

କେନ୍ଦ୍ରାପଡାରେ ବନ୍ଦ ସଂପୂର୍ଣ୍ଣ ସଫଳ

କେନ୍ଦ୍ରାପଡା, ୨୭/୦୩/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦେଶବ୍ୟାପି ବନ୍ଦ ପାଳନ ଅବସରରେ କେନ୍ଦ୍ରାପଡାରେ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି । ସକାଳ ୬ ଟାରୁ ଜିଲ୍ଲାର ଯାତାୟତର କେନ୍ଦ୍ରସ୍ଥଳୀ ତିନିମୁହାଣୀ ଠାରେ ଅନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଗାଡିମଟର ବନ୍ଦ କରିବା ସହିତ ବିଭିନ୍ନ ନାରାବାଜି ଦେଇଥିଲେ । ପରେ ଏ.ଆଇ.ସି.ସି. ସଭ୍ୟ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହରର ସମସ୍ତ ସରକାରୀ ଦପ୍ତର, ବୀମା, ବ୍ୟାଙ୍କ, ପୋଷ୍ଟ ଅଫିସ ସମେତ ଅନ୍ୟାନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନକୁ …

Read More »